କଟକ-ଭୁବନେଶ୍ୱରରେ ବନ୍ଦ ହେବ ସପିଂମଲ୍‌  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଆସନ୍ତାକାଲିଠୁ କଟକ ଓ ଭୁବନେଶ୍ୱରରେ ସବୁ ସପିଂମଲ୍‌ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରହିବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଅନ୍ୟପକ୍ଷରେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। As per Section 35 of the Odisha Urban Police Act Commissioner of Police has ordered all Malls […]

co

co

Manoranjan Sial
  • Published: Sunday, 15 March 2020
  • Updated: 16 March 2020, 09:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଆସନ୍ତାକାଲିଠୁ କଟକ ଓ ଭୁବନେଶ୍ୱରରେ ସବୁ ସପିଂମଲ୍‌ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରହିବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଅନ୍ୟପକ୍ଷରେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

‘କରୋନା’ର ମୁକାବିଲା ପାଇଁ ଆସନ୍ତାକାଲିଠାରୁ ଖୋର୍ଦ୍ଧାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି। ଜିଲ୍ଲାର କାଳୀଜାଈ, ନଳବଣ, ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟକୁ ଯିବାକୁ ମନା କରାଯାଇଛି। ଚିଲିକାର ପାନ୍ଥନିବାସରେ କୌଣସି ପର୍ଯ୍ୟଟକ ରହିପାରିବେନି। ଏନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ନିର୍ଦ୍ଦେଶ ଦେଇଛନ୍ତି।

ଖୋର୍ଦ୍ଧା ପରି ଝାରସୁଗୁଡ଼ାରେ ବି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼ି ଚାଲିଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। କରୋନାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

ସେହିପରି ଗଜପତି ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଗଣ୍ଡାହାତୀ ଜଳପ୍ରପାତ, ଚନ୍ଦ୍ରଗିରି ବୁଦ୍ଧ ମନ୍ଦିର ଯିବାକୁ ବାରଣ କରାଯାହାଇଛି। ଜିଲ୍ଲାର ସମସ୍ତ କୋଚିଂ ଓ ଟ୍ୟୁସନ ସେଣ୍ଟର ବନ୍ଦ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story