ଶ୍ରୀଭାସ ସୁପକାରଙ୍କୁ ରାଷ୍ଟ୍ରପତି ଦେଲେ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ହ୍ୟାଣ୍ଡଲୁମ୍‌ ଡିଜାଇନ ଲାଗି ଶ୍ରୀଭାସ ଚନ୍ଦ୍ର ସୁପକାର ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ସମ୍ବଲପୁର ଝାଡୁଆପଡ଼ାର ଶ୍ରୀଭାସ ୧୯୮୫ରେ ଡିପ୍ଲୋମା କୋର୍ସ କରିଥିଲେ। ବନାରସରେ ଥିବା ତାଙ୍କ ବାପାଙ୍କ ଟେକସ୍ଟାଇଲ ଡିଜାଇନକୁ ଅନୁସରଣ କରି ସେ ଦିଗରେ ଆଗେଇ ଥିଲେ। ପୂର୍ବରୁ ହଳଧର ନାଗ ଏବଂ ଆର. ନୀଳମାଧବ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିସାରିଛନ୍ତି।

supakar

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 04:20 PM IST

Related story