ଶ୍ରୀମନ୍ଦିର ଆଗରୁ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଅନୁଧ୍ୟାନ ଲାଗି ଯିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡି ଟିମ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଘଟଣାକୁ ନେଇ କଂଗ୍ରେସ ୫ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଗଠନ କରିଛି । ଏହି ଟିମ ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳକୁ ଯିବ । ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏହି ଟିମ୍ ଯିବ । ଶ୍ରୀମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତରକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଏହାକୁ […]

gopabandhu

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 03:26 AM IST

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଘଟଣାକୁ ନେଇ କଂଗ୍ରେସ ୫ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଗଠନ କରିଛି । ଏହି ଟିମ ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳକୁ ଯିବ । ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏହି ଟିମ୍ ଯିବ । ଶ୍ରୀମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତରକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଏହାକୁ ନେଇ ରାଜନୀତି ବି ଜୋର ଧରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ ଜବରଦଖଲ ଉଛେଦ ଭଳି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରିଛନ୍ତି ରାଜ୍ୟ ସରକାର। ।

Related story