ବିଶିଷ୍ଟ ଶିକ୍ଷାବିତ୍‌ ତ୍ରିଲୋଚନ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌ ତ୍ରିଲୋଚନ ମିଶ୍ରଙ୍କ ବୁଧବାର ରାତି ୧୧ଟା ୨୦ ମିନିଟ୍‌ରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ  ରୋଗରେ ପୀଡ଼ିତ ଥିଲେ ।  ବହୁ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ୧୯୪୭ରୁ ଇଂରାଜୀରେ ପ୍ରଫେସର ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ମିଶ୍ର ୧୯୪୮ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ଏଜୁକେସନ୍ ସର୍ଭିସ୍ ଅଧୀନରେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଜଣେ […]

mishra

mishra

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 05:28 AM IST

Sports

Latest News

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌ ତ୍ରିଲୋଚନ ମିଶ୍ରଙ୍କ ବୁଧବାର ରାତି ୧୧ଟା ୨୦ ମିନିଟ୍‌ରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ  ରୋଗରେ ପୀଡ଼ିତ ଥିଲେ ।  ବହୁ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।

୧୯୪୭ରୁ ଇଂରାଜୀରେ ପ୍ରଫେସର ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ମିଶ୍ର ୧୯୪୮ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ଏଜୁକେସନ୍ ସର୍ଭିସ୍ ଅଧୀନରେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଜଣେ ଇଂରାଜୀ ପ୍ରଫେସର ହୋଇଥିଲେ ମଧ୍ୟ ସଂସ୍କୃତ ଓ ଫିଲୋସୋଫିରେ ମଧ୍ୟ ତାଙ୍କର ବେଶ୍ ଦକ୍ଷତା ଥିଲା। ସେ ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ପ୍ରଫେସର ମିଶ୍ର ଓଡ଼ିଶାର ତିନୋଟି ବିଶ୍ୱବିଦ୍ୟାଳୟ ଯଥା ଉତ୍କଳ, ଶ୍ରୀଜଗନ୍ନାଥ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଭାଷା ସାହିତ୍ୟରେ ଗବେଷଣା, ପୁସ୍ତକ ଲିଖନ ଓ ଅଧ୍ୟାପନା ପାଇଁ ସମ୍ମାନ ସୂଚକ ଡି.ଲିଟ୍ ଉପାଧିରେ ଭୂଷିତ କରିଥିଲେ। ତାଙ୍କ ଦ୍ୱାରା ଲିଖିତ ଅନେକ ବହି ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତିପ୍ରାପ୍ତ। ତାଙ୍କର ଶେଷ ପ୍ରକାଶିତ ବହିଟି ‘ସଂସ୍କୃତ, ଲାଙ୍ଗୁଏଜ ଆଣ୍ଡ୍ ଲାର୍ଣ୍ଣିଙ୍ଗ୍’ ଏବେ ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟରେ ଅନୁଦିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story