ଛୋଟା ରାଜନ ଲିଙ୍କ୍ ଓ ସିମ୍ ବକ୍ସ ଜବତ ଘଟଣା: ଗିରଫ ୪ ଅଭିଯୁକ୍ତଙ୍କୁ ଜେରା କରୁଛି ଏସଟିଏଫ୍

ଭୁବନେଶ୍ୱର: ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ ଗ୍ୟାଙ୍ଗର ଲିଙ୍କ୍ ଓ ସିମ୍ ବକ୍ସ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରହ୍ମପୁରରୁ ଗିରଫ ୪ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଆଣି ଜେରା କରୁଛି । ଏସଟିଏଫର  ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି। ସୂଚନା ଅନୁଯାୟୀ, ସିମ୍ ବକ୍ସ ହାଇଦ୍ରାବାଦ୍ ଲିଙ୍କରେ ଅଣାଯାଇଥିଲା। ସିମ ଗୁଡ଼ିକ ଓଡ଼ିଶାରୁ ସଂଗ୍ରହ କରାଯାଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି।

nn

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 12:32 PM IST

ଭୁବନେଶ୍ୱର: ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ ଗ୍ୟାଙ୍ଗର ଲିଙ୍କ୍ ଓ ସିମ୍ ବକ୍ସ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରହ୍ମପୁରରୁ ଗିରଫ ୪ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଆଣି ଜେରା କରୁଛି । ଏସଟିଏଫର  ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି।

ସୂଚନା ଅନୁଯାୟୀ, ସିମ୍ ବକ୍ସ ହାଇଦ୍ରାବାଦ୍ ଲିଙ୍କରେ ଅଣାଯାଇଥିଲା। ସିମ ଗୁଡ଼ିକ ଓଡ଼ିଶାରୁ ସଂଗ୍ରହ କରାଯାଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି।

Related story