ଶ୍ରୀଜିଉଙ୍କୁ ସ୍ଥାନାନ୍ତର ପ୍ରସଙ୍ଗ: ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କ ସହ ମୁଖ୍ୟ ପ୍ରଶାସକଙ୍କ ଆଲୋଚନା

ପୁରୀ: ଶ୍ରୀମନ୍ଦିର ଜଗମୋହନର ମରାମତି ପାଇଁ ଶ୍ରୀଜିଉଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଏଇ ବୈଠକରେ ମରାମତି ବେଳେ ଶ୍ରୀଜିଉଙ୍କୁ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ଏବଂ ସେଠାରେ ମହାପ୍ରଭୁଙ୍କର ନୀତିକାନ୍ତି କିଭଳି କରାଯିବ ସେନେଇ ଆଲୋଚନା ହୋଇଛି। ସେହିପରି ମହାପ୍ରଭୁଙ୍କର ସ୍ଥାନାନ୍ତର କରା ନ ଯାଇ ଜଗମୋହନ ମରାମତି ହୋଇପାରିବ କି ନାହିଁ ତା ଉପରେ ମଧ୍ୟ ଆଲୋଚନା ହୋଇଛି। ଏନେଇ […]

puri

puri

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 02:19 AM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଜଗମୋହନର ମରାମତି ପାଇଁ ଶ୍ରୀଜିଉଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଏଇ ବୈଠକରେ ମରାମତି ବେଳେ ଶ୍ରୀଜିଉଙ୍କୁ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ଏବଂ ସେଠାରେ ମହାପ୍ରଭୁଙ୍କର ନୀତିକାନ୍ତି କିଭଳି କରାଯିବ ସେନେଇ ଆଲୋଚନା ହୋଇଛି। ସେହିପରି ମହାପ୍ରଭୁଙ୍କର ସ୍ଥାନାନ୍ତର କରା ନ ଯାଇ ଜଗମୋହନ ମରାମତି ହୋଇପାରିବ କି ନାହିଁ ତା ଉପରେ ମଧ୍ୟ ଆଲୋଚନା ହୋଇଛି। ଏନେଇ ବିଭିନ୍ନ ନିଯୋଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଛତିଶା ନିଯୋଗ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ୨୧ ତାରିଖରେ ପ୍ରତ୍ନତତ୍ୱ ବିଭାଗର ବୈଷୟିକ କମିଟି, ସାଇଣ୍ଟିଫିକ ଟିମର ଉପସ୍ଥିତରେ ଭୁବନେଶ୍ୱରରେ ବୈଠକ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story