ଶିଶୁ ମୃତ୍ୟୁ ନେଇ ନୟାଗଡ଼ ଡାକ୍ତରଖାନାରେ ଉତ୍ତେଜନା

ନୟାଗଡ଼ : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁପୁତ୍ର  ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଙ୍କସାଳୁଆ ଗାଁର ପୀତବାସ ପଲେଇଙ୍କ ପତ୍ନୀ ଦିପାଞ୍ଜଳୀଙ୍କୁ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ଏଥିପାଇଁ ପସୂତି ଓ ସ୍ତ୍ରୀ ରୋଗ ଭିଭାଗର ଡାକ୍ତର ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଡାକ୍ତର ଉଚିତ୍ ଚିକିତ୍ସା  କଲେ ନାହିଁ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ […]

nayagarh

nayagarh

Rakesh Mallick
  • Published: Monday, 14 September 2015
  • Updated: 14 September 2015, 08:19 AM IST

Sports

Latest News

ନୟାଗଡ଼ : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁପୁତ୍ର  ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଙ୍କସାଳୁଆ ଗାଁର ପୀତବାସ ପଲେଇଙ୍କ ପତ୍ନୀ ଦିପାଞ୍ଜଳୀଙ୍କୁ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ଏଥିପାଇଁ ପସୂତି ଓ ସ୍ତ୍ରୀ ରୋଗ ଭିଭାଗର ଡାକ୍ତର ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଡାକ୍ତର ଉଚିତ୍ ଚିକିତ୍ସା  କଲେ ନାହିଁ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ନବଜାତ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଉତ୍ୟକ୍ତ ଲୋକ ଡାକ୍ତରଙ୍କୁ ଅଟକ ରଖିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡ଼ାକ୍ତରଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ହେବ ବୋଲି କହିଛି। ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story