ଆଉ ୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ, କେଉଁ ଜିଲ୍ଲାରେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ୪ ଓ ଭଦ୍ରକ ଜିଲ୍ଲାରୁ ୨ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏନେଇ କୋଭିଡ୍‌ ୱେବସାଇଟ୍‌ରେ ପ୍ରକାଶ ପାଇଛି। ଆଜି ସକାଳେ ରାଉରକେଲା ନାଲା ରୋଡ୍‌ରେ ଜଣେ କରୋନା ଆକ୍ରାନ୍ତ ହୋଇଥିଲେ। ଅପରାହ୍ନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ଯାଜପୁର ଜିଲ୍ଲାରୁ ୪ ଓ ଭଦ୍ରକ ଜିଲ୍ଲାରୁ ୨ […]

Corona-4-1

Corona-4-1

Manoranjan Sial
  • Published: Monday, 04 May 2020
  • Updated: 04 May 2020, 06:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ୪ ଓ ଭଦ୍ରକ ଜିଲ୍ଲାରୁ ୨ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏନେଇ କୋଭିଡ୍‌ ୱେବସାଇଟ୍‌ରେ ପ୍ରକାଶ ପାଇଛି।

ଆଜି ସକାଳେ ରାଉରକେଲା ନାଲା ରୋଡ୍‌ରେ ଜଣେ କରୋନା ଆକ୍ରାନ୍ତ ହୋଇଥିଲେ। ଅପରାହ୍ନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ଯାଜପୁର ଜିଲ୍ଲାରୁ ୪ ଓ ଭଦ୍ରକ ଜିଲ୍ଲାରୁ ୨ ଜଣ ଅଛନ୍ତି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ଭଦ୍ରକରେ ୨୧ ଛୁଇଁଛି। ଭଦ୍ରକ ଆକ୍ରାନ୍ତ ଦ୍ୱୟଙ୍କର କୋଲକାତା ଲିଙ୍କ ରହିଛି। ଏବେ ଏହି ଦୁଇ ଜିଲ୍ଲା ରେଡ୍‌ ଜୋନରେ ରହିଛି।

https://twitter.com/DM_Bhadrak/status/1257278566280151040?s=20

ସୂଚନାରୁ ପ୍ରକାଶ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story