ସ୍ମାର୍ଟ ସିଟି ଭୁବନେଶ୍ୱରରେ ଜର୍ମାନ୍ ପ୍ରତିନିଧିଦଳ, ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଭାବେ ଘୋଷଣା ହେବା ପରେ  ବର୍ତ୍ତମାନ କିଭଳି  ସହରକୁ ଅଧିକ ଉନ୍ନତ କରାଯାଇ ପାରିବ ସେ ନେଇ ଜର୍ମାନ୍ ଇଣ୍ଟରନ୍ୟାଶନାଲ୍ କର୍ପୋରେସନ୍ ଅଧିକାରୀମାନେ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ସହରକୁ କିଭଳି ଭାବେ ଅଧିକ ଲୋକାଭିମୁଖୀ କରାଯିବ, ସେ ସମ୍ପର୍କରେ ଅଧିକାରୀମାନେ ଅନୁଧ୍ୟାନ କରିବା ସହ ମେୟର ଅନନ୍ତ ନାରାୟଣ ଜେନାଙ୍କ ସହ  ଆଲୋଚନା କରିଛନ୍ତି। ଭୁବନେଶ୍ୱର ପବ୍ଲିକ୍ ଟ୍ରାନ୍‌ସପୋର୍ଟ ସିଷ୍ଟମ କିଭଳି ଅଧିକ ସୁଦୃଢ କରାଯାଇ ପାରିବ, […]

smart

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 02:51 AM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଭାବେ ଘୋଷଣା ହେବା ପରେ  ବର୍ତ୍ତମାନ କିଭଳି  ସହରକୁ ଅଧିକ ଉନ୍ନତ କରାଯାଇ ପାରିବ ସେ ନେଇ ଜର୍ମାନ୍ ଇଣ୍ଟରନ୍ୟାଶନାଲ୍ କର୍ପୋରେସନ୍ ଅଧିକାରୀମାନେ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ସହରକୁ କିଭଳି ଭାବେ ଅଧିକ ଲୋକାଭିମୁଖୀ କରାଯିବ, ସେ ସମ୍ପର୍କରେ ଅଧିକାରୀମାନେ ଅନୁଧ୍ୟାନ କରିବା ସହ ମେୟର ଅନନ୍ତ ନାରାୟଣ ଜେନାଙ୍କ ସହ  ଆଲୋଚନା କରିଛନ୍ତି।

ଭୁବନେଶ୍ୱର ପବ୍ଲିକ୍ ଟ୍ରାନ୍‌ସପୋର୍ଟ ସିଷ୍ଟମ କିଭଳି ଅଧିକ ସୁଦୃଢ କରାଯାଇ ପାରିବ, ସେ ସମ୍ପର୍କରେ  ମେୟରଙ୍କ ସହ ଅଧିକାରୀମାନେ ବିସ୍ତୁତ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ଆଲୋଚନା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମେୟର ସୂଚନା ଦେଇଛନ୍ତି।

Related story