ସ୍ମାର୍ଟ ସିଟି ଦୌଡ଼: ଫେସବୁକରେ ଭୁବନେଶ୍ୱର ୧ ନମ୍ବର

ଭୁବନେଶ୍ୱର: ସ୍ମାର୍ଟ ସିଟି ରେସରେ ସବୁଠୁ ଆଗରେ ଭୁବନେଶ୍ୱର। ପୁନେ, ଚଣ୍ଡୀଗଡ଼, ଇନ୍ଦୋର ଭଳି ସହରକୁ ପଛରେ ପକାଇ ସୋସିଆଲ୍ ମିଡିଆ ଫେସବୁକରେ ନମ୍ୱର-୧ ସ୍ଥାନରେ ରହିଛି। ଭୁବନେଶ୍ୱର ସ୍ମାର୍ଟ ସିଟି ପେଜକୁ ୫୪ହଜାର ୬୦ଟି ଲାଇକ୍ ମିଳିଛି। ଗତ ସପ୍ତାହ ତୁଳନାରେ ଏ ସପ୍ତାହରେ ପ୍ରାୟ ୪୦ପ୍ରତିଶତ ଲୋକ ଅଧିକ ପସନ୍ଦ କରିଛନ୍ତି। ଚଳିତ ସପ୍ତାହରେ ୧୧ହଜାରରୁ ଅଧିକ ଲୋକ ପେଜ୍ ଲାଇକ୍ କରିଛନ୍ତି। ଭୁବନେଶ୍ୱର ତଳକୁ ଦ୍ୱିତୀୟ ସ୍ଥାନରେ ଫରିଦାବାଦ୍ ଓ ତୃତୀୟରେ ବିଳାସପୁର […]

bbsr

Rakesh Mallick
  • Published: Sunday, 22 November 2015
  • , Updated: 22 November 2015, 06:34 AM IST

ଭୁବନେଶ୍ୱର: ସ୍ମାର୍ଟ ସିଟି ରେସରେ ସବୁଠୁ ଆଗରେ ଭୁବନେଶ୍ୱର। ପୁନେ, ଚଣ୍ଡୀଗଡ଼, ଇନ୍ଦୋର ଭଳି ସହରକୁ ପଛରେ ପକାଇ ସୋସିଆଲ୍ ମିଡିଆ ଫେସବୁକରେ ନମ୍ୱର-୧ ସ୍ଥାନରେ ରହିଛି। ଭୁବନେଶ୍ୱର ସ୍ମାର୍ଟ ସିଟି ପେଜକୁ ୫୪ହଜାର ୬୦ଟି ଲାଇକ୍ ମିଳିଛି। ଗତ ସପ୍ତାହ ତୁଳନାରେ ଏ ସପ୍ତାହରେ ପ୍ରାୟ ୪୦ପ୍ରତିଶତ ଲୋକ ଅଧିକ ପସନ୍ଦ କରିଛନ୍ତି। ଚଳିତ ସପ୍ତାହରେ ୧୧ହଜାରରୁ ଅଧିକ ଲୋକ ପେଜ୍ ଲାଇକ୍ କରିଛନ୍ତି। ଭୁବନେଶ୍ୱର ତଳକୁ ଦ୍ୱିତୀୟ ସ୍ଥାନରେ ଫରିଦାବାଦ୍ ଓ ତୃତୀୟରେ ବିଳାସପୁର ରହିଛି।

Related story