ଜାଲରେ ପଡ଼ିଲା ୧୨ ଫୁଟ୍‌ର ଅଜଗର

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ବ୍ଲକ୍‌ ରାନ୍ଧିଆ ଅଞ୍ଚଳରୁ ୧୨ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଗାଁର ରାଧାନାଥ ସ୍ୱାଇଁଙ୍କ ବାଡ଼ିରେ ଥିବା ଏକ ଜାଲରେ ଫଶି ଯାଇଥିଲା। ସାପଟିକୁ ଦେଖି ଗାଁ ଲୋକେ ଭଦ୍ରକ ବନ ବିଭାଗକୁ ଖବର ଦେଇଥିଲେ। ସ୍ନେକ ହେଲ୍‌ପ୍‌ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ସାପଟିକୁ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

snake,,,,,,,,,,,,0000000000000000

Tapaswini Nayak
  • Published: Monday, 27 May 2019
  • , Updated: 27 May 2019, 10:16 AM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ବ୍ଲକ୍‌ ରାନ୍ଧିଆ ଅଞ୍ଚଳରୁ ୧୨ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଗାଁର ରାଧାନାଥ ସ୍ୱାଇଁଙ୍କ ବାଡ଼ିରେ ଥିବା ଏକ ଜାଲରେ ଫଶି ଯାଇଥିଲା। ସାପଟିକୁ ଦେଖି ଗାଁ ଲୋକେ ଭଦ୍ରକ ବନ ବିଭାଗକୁ ଖବର ଦେଇଥିଲେ।

ସ୍ନେକ ହେଲ୍‌ପ୍‌ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ସାପଟିକୁ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

Related story