ମୋପେଡରୁ ବାହାରିଲା ନାଗ ସାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋପେଡରୁ ବାହାରିଲା ନାଗ ସାପ । ଭୁବନେଶ୍ୱର ଉପକଣ୍ଠରେ ବାଳକାଟି ନିକଟସ୍ଥ ସରକଣା ଗାଁର ଜଣଙ୍କ ମୋପେଡର ଏକ ନାଗ ସାପ ପଶିଯାଇଥିଲା । ମୋପେଡରେ ନାଗ ସାପ ପଶିଯାଇଥିବା ଜାଣିବା ପରେ ସୁଧାଂଶୁ ଶେଖର ଦାସ ନାମକ ମାଛ ବ୍ୟବସାୟୀ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଶେଷରେ ସ୍ନେକ ହେଲପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ପହଞ୍ଚି ମୋପେଡର ଟୁଲ୍ ବକ୍ସ ଖୋଲି ତା ଭିତରୁ ଅଢେଇ […]

snake-1

Niharika Rout
  • Published: Wednesday, 30 September 2020
  • , Updated: 30 September 2020, 10:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋପେଡରୁ ବାହାରିଲା ନାଗ ସାପ । ଭୁବନେଶ୍ୱର ଉପକଣ୍ଠରେ ବାଳକାଟି ନିକଟସ୍ଥ ସରକଣା ଗାଁର ଜଣଙ୍କ ମୋପେଡର ଏକ ନାଗ ସାପ ପଶିଯାଇଥିଲା ।

ମୋପେଡରେ ନାଗ ସାପ ପଶିଯାଇଥିବା ଜାଣିବା ପରେ ସୁଧାଂଶୁ ଶେଖର ଦାସ ନାମକ ମାଛ ବ୍ୟବସାୟୀ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଶେଷରେ ସ୍ନେକ ହେଲପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ପହଞ୍ଚି ମୋପେଡର ଟୁଲ୍ ବକ୍ସ ଖୋଲି ତା ଭିତରୁ ଅଢେଇ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ।

Related story