ସୂର୍ଯ୍ୟପରାଗ ପାଇଁ ବଦଳିଲା ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖ ସୂର୍ଯ୍ୟପରାଗ ପାଇଁ ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି। ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ଦେବ କହିଛନ୍ତି ଯେ, ଆସନ୍ତା ୨୬ତାରିଖରେ ବିଜେଡି ତା’ର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ତେବେ ସୂର୍ଯ୍ୟପରାଗ ଯୋଗୁ ଏଥର ପ୍ରତିଷ୍ଠା ଦିବସ ସମାରୋହ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ନ ୪ଟା ପରଠୁ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଚଳିତଥର ସମସ୍ତ ନିର୍ବାଚନମଣ୍ଡଳୀସ୍ତରରେ […]

11bjd-office-750x430

11bjd-office-750x430

Tapas Behera
  • Published: Monday, 23 December 2019
  • Updated: 23 December 2019, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖ ସୂର୍ଯ୍ୟପରାଗ ପାଇଁ ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି। ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଶ୍ରୀ ଦେବ କହିଛନ୍ତି ଯେ, ଆସନ୍ତା ୨୬ତାରିଖରେ ବିଜେଡି ତା’ର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ତେବେ ସୂର୍ଯ୍ୟପରାଗ ଯୋଗୁ ଏଥର ପ୍ରତିଷ୍ଠା ଦିବସ ସମାରୋହ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ନ ୪ଟା ପରଠୁ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଚଳିତଥର ସମସ୍ତ ନିର୍ବାଚନମଣ୍ଡଳୀସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି। ସୂର୍ଯ୍ୟପରାଗକୁ ଦୃଷ୍ଟିରେ ରଖି ଦଳର କର୍ମକର୍ତ୍ତାମାନେ ପ୍ରତିଷ୍ଠା ଦିବସ ସମାରୋହକୁ ଅପରାହ୍ନ ୪ଟା ପରଠୁ ଯଥାରୀତି ପାଳନ ପାଇଁ ଅନୁରୋଧ କରାଯାଉଛି।

ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଦଳର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସନ୍ଧ୍ୟା ସମୟରେ ପାଳନ ହେବ ଓ ସେଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ସୂର୍ଯ୍ୟପରାଗ  ପାଳନ କରାଯାଉଥିବାରୁ ଦିନବେଳା ପ୍ରତିଷ୍ଠା ଦିବସ ପାଳନରେ କର୍ମୀମାନଙ୍କ ମଧ୍ୟରେ ସମସ୍ୟା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଦଳ ଚଳିତଥର ଏଭଳି ନିଷ୍ପତ୍ତି ନେଇଛି  ବୋଲି ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story