ବାପାକୁ ଉଠାଇ କଚାଡ଼ି ଦେଲା ପୁଅ, ଗର୍ଭକୁ ନିନ୍ଦୁଛି ମା’

ନୀଳଗିରି(ବିଶ୍ୱମ୍ବର ଦାସ): ବୟସର ଅପରାହ୍ଣରେ ସାହାରା ବଦଳରେ ପିଶାଚ ପାଲଟିଲା ପୁଅ। ଯେଉଁ ହାତରେ ବୃଦ୍ଧ ମା’, ବାପାର ସେବା ସୁଶ୍ରୁଷା କରିବା କଥା, ସେହି ହାତରେ ବାପାକୁ ମାଡ଼ ମାରି ଖଣ୍ଡିଆ ଖାବରା କରିବାକୁ ପଛାଇନି। ଡାକ୍ତରଖାନା ବେଡ୍‌ ଉପରେ ପଡ଼ି ଆଖିରୁ ଲୁହ ଝରାଇ ଚାଲିଛି ବାପା। ବାପାର ଗୋଡ଼ ପାଖରେ ମା’ ବସି ନିଜ ଗର୍ଭକୁ ନିନ୍ଦା କରିବାରେ ଲାଗିଛି। ଏହାସହ ନିଜ ଫଟା କପାଳକୁ ଦୋଷ ଦେବାରେ ଲାଗିଛି। ଏଭଳି ଦୁଃଖଦ […]

nilgiri

nilgiri

Tapaswini Nayak
  • Published: Monday, 23 May 2022
  • Updated: 23 May 2022, 11:13 AM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ): ବୟସର ଅପରାହ୍ଣରେ ସାହାରା ବଦଳରେ ପିଶାଚ ପାଲଟିଲା ପୁଅ। ଯେଉଁ ହାତରେ ବୃଦ୍ଧ ମା’, ବାପାର ସେବା ସୁଶ୍ରୁଷା କରିବା କଥା, ସେହି ହାତରେ ବାପାକୁ ମାଡ଼ ମାରି ଖଣ୍ଡିଆ ଖାବରା କରିବାକୁ ପଛାଇନି। ଡାକ୍ତରଖାନା ବେଡ୍‌ ଉପରେ ପଡ଼ି ଆଖିରୁ ଲୁହ ଝରାଇ ଚାଲିଛି ବାପା। ବାପାର ଗୋଡ଼ ପାଖରେ ମା’ ବସି ନିଜ ଗର୍ଭକୁ ନିନ୍ଦା କରିବାରେ ଲାଗିଛି। ଏହାସହ ନିଜ ଫଟା କପାଳକୁ ଦୋଷ ଦେବାରେ ଲାଗିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରିରେ।

ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳର ଭଗବାନ ମହାରଣାଙ୍କର ଦୁଇ ପୁଅ ଓ ସ୍ତ୍ରୀ ରେବତୀ ମହାରଣାଙ୍କୁ ହସଖୁସିର ସଂସାର ଥିଲା। ଦୁଇ ପୁଅ ବଡ଼ ହେଲାପରେ ବାପା ମା’ଙ୍କୁ ପଚାରିଲେ ନାହିଁ।

ଯାହାଫଳରେ ଭଗବାନ ଓ ତାଙ୍କ ସ୍ତ୍ରୀ ଅଲଗା ହୋଇ ରହୁଥିଲେ। ଗତକାଲି କୌଣସି କଥାକୁ ନେଇ ବାପା ଓ ସାନ ପୁଅ ମଧ୍ୟରେ ବଚସା ହୋଇଥିଲା। ସାନ ପୁଅ ରାଗି ଯାଇ ଭଗବାନଙ୍କୁ ଟେକି କଚାଡ଼ି ଦେବା ସହ ଏକ ଠେଙ୍ଗାରେ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ଭଗବାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ରେବତୀ ସାନ ପୁଅ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଭଗବାନଙ୍କୁ ୮୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ୭୦ ପାର କଲାଣି।

ଭଗବାନଙ୍କ ସ୍ତ୍ରୀ ରେବତୀ କହିଛନ୍ତି, ପୂର୍ବରୁ ମଧ୍ୟ ସାନପୁଅ ଅନେକ ଥର ତା’ ବାପାକୁ ପିଟିଛି। ଏନେଇ ଥାନାରେ ଅଭିଯୋଗ କଲେ ମଧ୍ୟ ଥାନାବାଲା କିଛି କରୁ ନାହାନ୍ତି। ମୋ ସ୍ୱାମୀ ରାତି ଦିନ ପରିଶ୍ରମ କରି ଦୁଇ ପୁଅକୁ ବଡ଼ କରିଥିଲା, ସେହି ପୁଅ ଆଜି ବାପାକୁ ପିଟୁଛି। ବାପାମା’ଙ୍କୁ ବିଷ ଦେଇ ମାରିଦେବାକୁ ପୁଅ କହୁଛି।

ଭଗବାନ ମହାରଣା କହିଛନ୍ତି, ପୁଅ ମୋତେ ଉଠାଇ କଚାଡ଼ି ଦେଲା। ମୋତେ ମାଡ଼ ମାରି ଖଣ୍ଡିଆ କରିଦେଇଛି। ବୋହୂ ମଧ୍ୟ ମୋତେ ପହଁରା ଧରି ପିଟିବାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story