ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ସୋନପୁର ଉତ୍ତପ୍ତ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୪୦ ଡିଗ୍ରୀ ଉପରେ ୫ ସହର ରହିଛି। ୪୧.୩ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର। ସେହିପରି ବାଲେଶ୍ୱରରେ ୩୩.୨, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୨.୬, ଭୁବନେଶ୍ୱରରେ ୩୯.୦, ଗୋପାଳପୁରରେ ୩୪.୧, ପୁରୀରେ ୩୩.୮, ଅନୁଗୋଳରେ ୪୦.୩, ବାରିପଦାରେ ୩୫.୪, ଝାରସୁଗୁଡ଼ାରୁ ୩୯.୪, କେନ୍ଦୁଝରଗଡ଼ରେ ୩୬.୪, ସମ୍ୱଲପୁରରେ ୩୯.୦, ସୁନ୍ଦରଗଡ଼ରେ ୩୬.୦, ହୀରାକୁଦରେ ୩୮.୯, ତାଳଚେରରେ ୩୯.୭, ଭବାନୀପାଟଣାରେ୩୯.୦, ବଲାଙ୍ଗିରରେ ୪୧.୨, […]

heat-weave

Manoranjan Sial
  • Published: Saturday, 01 May 2021
  • , Updated: 01 May 2021, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୪୦ ଡିଗ୍ରୀ ଉପରେ ୫ ସହର ରହିଛି। ୪୧.୩ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର।

ସେହିପରି ବାଲେଶ୍ୱରରେ ୩୩.୨, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୨.୬, ଭୁବନେଶ୍ୱରରେ ୩୯.୦, ଗୋପାଳପୁରରେ ୩୪.୧, ପୁରୀରେ ୩୩.୮, ଅନୁଗୋଳରେ ୪୦.୩, ବାରିପଦାରେ ୩୫.୪, ଝାରସୁଗୁଡ଼ାରୁ ୩୯.୪, କେନ୍ଦୁଝରଗଡ଼ରେ ୩୬.୪, ସମ୍ୱଲପୁରରେ ୩୯.୦, ସୁନ୍ଦରଗଡ଼ରେ ୩୬.୦, ହୀରାକୁଦରେ ୩୮.୯, ତାଳଚେରରେ ୩୯.୭, ଭବାନୀପାଟଣାରେ୩୯.୦, ବଲାଙ୍ଗିରରେ ୪୧.୨, କୋରାପୁଟରୁ ୩୪.୪, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୪୦.୦, ମାଲକାନଗିରିରେ ୩୮.୦, ସୋନପୁରରେ ୪୧.୩,  ଦାରିଙ୍ଗବାଡ଼ିରେ ୩୪.୫, ନୟାଗଡ଼ରେ ୩୯.୦, ବୌଦ୍ଧରେ ୪୧.୦, ଛତ୍ରପୁରରେ ୩୩.୪, ପାରଳାଖେମୁଣ୍ଡିରେ ତାପମାତ୍ର ୩୭.୦ ଡିଗ୍ରୀ ରେକର୍ଡ କରାଯାଇଛି।

Related story