ସୋରଡା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, କୋର୍ଟରେ ମାମଲା

ସୋରଡା: ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିର୍ବାଚନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ସ୍ଥାନୀୟ ଜେଏମଏଫସି କୋର୍ଟରେ ଏକ ମାମଲା ହୋଇଛି। ୨୦୦୯ ଓ ୨୦୧୪ ନିର୍ବାଚନ ବେଳେ ପୂର୍ଣ୍ଣଚନ୍ଦ୍ର ଦାଖଲ କରିଥିବା ସତ୍ୟାପାଠ ମିଥ୍ୟା ବୋଲି ସଂଗ୍ରାମ କେଶରୀ ମହାନ୍ତି ନାମକ ଜଣେ ବ୍ୟକ୍ତି କୋର୍ଟରେ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଙ୍କ ନାଁରେ ଥିବା ଅପରାଧିକ ମାମଲା ନେଇ ସେ ତଥ୍ୟ ଲୁଚାଇଥିବା ଆବେଦନକାରୀଙ୍କ ଓକିଲ ଦର୍ଶାଇଛନ୍ତି।

sorada

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 12:23 PM IST

Related story