ନାବାଳିକାର ଗଳିତ ମୃତଦେହ ଉଦ୍ଧାର

ସୋର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଧିଗାଁରୁ ନିଖୋଜ ୫ ବର୍ଷର ନାବାଳିକାର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କ ଗାଁର ହରିହର ସୂତାରଙ୍କ ଝିଅ ଜସ୍ମିନ ବୋଲି ଜଣାପଡ଼ିଛି। ଏପ୍ରିଲ ୩ ତାରିଖରୁ ଝିଅର ନିଖୋଜ ସମ୍ପର୍କରେ ପରିବାର ଲୋକେ ପୋଲିସରେ ଏତଲା ଦେଇଥିଲେ। ଗତକାଲି ରାତିରେ ଝିଅଟିର ମୃତଦେହ ଏକ ପୋଖରୀରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।  

deaddody

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 02:15 PM IST

ସୋର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଧିଗାଁରୁ ନିଖୋଜ ୫ ବର୍ଷର ନାବାଳିକାର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କ ଗାଁର ହରିହର ସୂତାରଙ୍କ ଝିଅ ଜସ୍ମିନ ବୋଲି ଜଣାପଡ଼ିଛି। ଏପ୍ରିଲ ୩ ତାରିଖରୁ ଝିଅର ନିଖୋଜ ସମ୍ପର୍କରେ ପରିବାର ଲୋକେ ପୋଲିସରେ ଏତଲା ଦେଇଥିଲେ।

ଗତକାଲି ରାତିରେ ଝିଅଟିର ମୃତଦେହ ଏକ ପୋଖରୀରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

 

Related story