ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧରିଲା ପୁଲିସ୍‌

ସୋର (ଶଶିକାନ୍ତ ବେହେରା): ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍‌ ଦୁଇ ଜଣ ହାଇୱେ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ଗାଁର ନିରଞ୍ଜନ ଦାସ ଓ ସୋର ଥାନା ଅନ୍ତର୍ଗତ ମୁଳିସିଂ ଗାଁର ନବୀନ ଦାସ। ଏଥିସହ ଏକ ଇଣ୍ଡିକା କାର୍‌କୁ ପୁଲିସ୍ ଜବତ କରିଛି। ସୂଚନା ଅନୁସାରେ, ଏହି ଦୁଇ ଲୁଟେରା ଭଦ୍ରକରୁ ବାଲେଶ୍ୱର ଯାଉଥିବା ବେଳେ  ତାରିଣୀ ଛକ ଚପରପଦା ପୋଲ ନିକଟରେ ତାଙ୍କ […]

soro

soro

Jyoshna Pradhan
  • Published: Friday, 22 February 2019
  • Updated: 22 February 2019, 10:37 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍‌ ଦୁଇ ଜଣ ହାଇୱେ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ଗାଁର ନିରଞ୍ଜନ ଦାସ ଓ ସୋର ଥାନା ଅନ୍ତର୍ଗତ ମୁଳିସିଂ ଗାଁର ନବୀନ ଦାସ। ଏଥିସହ ଏକ ଇଣ୍ଡିକା କାର୍‌କୁ ପୁଲିସ୍ ଜବତ କରିଛି।

ସୂଚନା ଅନୁସାରେ, ଏହି ଦୁଇ ଲୁଟେରା ଭଦ୍ରକରୁ ବାଲେଶ୍ୱର ଯାଉଥିବା ବେଳେ  ତାରିଣୀ ଛକ ଚପରପଦା ପୋଲ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ସେମାନେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ସୋର ଥାନାର ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଧରିଥିଲା।

ସେମାନଙ୍କ ଠାରୁ ମାରଣାସ୍ତ୍ର ସହ ରଡ୍‌ ଏବଂ ମଦ ପୁଲିସ୍ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story