କାର ଓଲଟି ଜଣେ ମୃତ, ୩ ଗୁରୁତର

ସୋର: ଆଜି ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ଏନ୍‌ଏଚ୍‌-୫ର ସୋର ଥାନା ତଳନଗରରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣ ଚନ୍ଦ୍ର ସେଠୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। କାରଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡ଼ିଥିବା ଜଣାପଡ଼ିଛି।

soro accident

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 01:11 PM IST

ସୋର: ଆଜି ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ଏନ୍‌ଏଚ୍‌-୫ର ସୋର ଥାନା ତଳନଗରରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣ ଚନ୍ଦ୍ର ସେଠୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ।

କାରଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡ଼ିଥିବା ଜଣାପଡ଼ିଛି।

Related story