୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ ଜବତ କଲା ଏସ୍‌ଟିଏଫ୍‌

କଟକ(ଓଡ଼ିଶା ରିପୋର୍ଟର): ୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ ଜବତ। ବରଗ଼ଡ ଜିଲ୍ଲା ଭଟ୍‌ଲୀ ଛକରୁ ଏହି ନକଲି ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ନୋଟ୍ ଭିତରେ ୨୮୮ଟି ୫୦୦, ୨୩୩ଟି ୨୦୦, ୧୦୦ଟି ୧୦୦ ଟଙ୍କିଆ ଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ୨ ଜଣ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡର ବାସିନ୍ଦା ହୋଇଥିବା ଏସ୍‌ଟିଏଫ୍‌ ପକ୍ଷରୁ […]

stf

stf

Manoranjan Sial
  • Published: Friday, 06 March 2020
  • Updated: 06 March 2020, 04:01 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ ଜବତ। ବରଗ଼ଡ ଜିଲ୍ଲା ଭଟ୍‌ଲୀ ଛକରୁ ଏହି ନକଲି ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ନୋଟ୍ ଭିତରେ ୨୮୮ଟି ୫୦୦, ୨୩୩ଟି ୨୦୦, ୧୦୦ଟି ୧୦୦ ଟଙ୍କିଆ ଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ୨ ଜଣ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡର ବାସିନ୍ଦା ହୋଇଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଏତେ ପରିମାଣର ନକଲି ନୋଟ୍‌ କେଉଁଠୁ ଆସିଲା ଓ କେତେଦିନ ଧରି ଚାଲିଥିଲା, ତାହା ଉପରେ ଏସ୍‌ଟିଏଫ୍‌ ତଦନ୍ତ କରୁଛି। ଏ ଘଟଣାରେ ବରଗଡ଼ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story