ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସେ କହିଛନ୍ତି, ପଦ୍ମପାଖୁଡ଼ା ଗାଏବ ନେଇ ଅଭିଯୋଗ ପରେ ASIକୁ ଏହାର ଫଟୋ ମଗାଯାଇଥିଲା। ASI ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ […]

jagannath-temple

jagannath-temple

Manoranjan Sial
  • Published: Saturday, 11 July 2020
  • Updated: 11 July 2020, 09:38 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ସେ କହିଛନ୍ତି, ପଦ୍ମପାଖୁଡ଼ା ଗାଏବ ନେଇ ଅଭିଯୋଗ ପରେ ASIକୁ ଏହାର ଫଟୋ ମଗାଯାଇଥିଲା। ASI ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ଦେବାକୁ ASIକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରାଯିବ ଓ ସେଭଳି କିଛି ହୋଇଥିଲେ କାର୍ଯ୍ୟନୁଷ୍ଠାନ ନିଆଯିବ। ସେପଟେ ଗର୍ଭଗୃହ ଓ ରତ୍ନସିଂହାସନରେ ଏଭଳି କିଛି ଅଘଟଣକୁ ଏଡ଼ାଇବାକୁ ଏହାର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସେ ଆହୁରି କହିଛନ୍ତି-“ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି। ଯାହାର ପ୍ରଭାବ ସେବାୟତଙ୍କ ଜୀବୀକା ଉପରେ ପଡ଼ିଛି। ସେମାନଙ୍କୁ ଆର୍ଥିକ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏପରିକି ଦୁଇଟି କିସ୍ତିରେ ସହାୟତା ପ୍ରଦାନ କରାଯାଇଛି। ଆଜି ବସିଥିବା ବୈଠକରେ ଜୁଲାଇ ଓ ଅଗଷ୍ଟ ମାସର କିସ୍ତି ଉପରେ ଆଲୋଚନା ହୋଇଛି। ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।”

ସେ ଆହୁରି କହିଛନ୍ତି-“ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ମିଳିବ ଘର। ଗରିବ ସେବାୟତଙ୍କୁ ଚିହ୍ନଟ ପାଇଁ ଆଉଥରେ ଗଣନା ହେବ। ଗରିବ ସେବାୟତଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରଶାସନ ଘର ଯୋଗାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story