ଓଡ଼ିଆ ସୁଟର ଶ୍ରୀୟଙ୍କା ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ। ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସେ ଏହି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।

ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ ଖେଳୁଥିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା। ୧୦ ମିଟର ଏୟାର ରାଇଫଲରେ ସେ ଜିତିଛନ୍ତି ଏହି ପଦକ। ଗତକାଲି ୫୦ ମିଟର ଏୟାର ରାଇଫଲରେ ସେ ରୌପ୍ୟ ପଦକ ଜିତିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।