ସୋମବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ବର, ( ଓଡିଶା ରିପୋର୍ଟର ) : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ସୋମବାର ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ସଚିବାଳୟରେ ଅପରାହ୍ନ ୫ଟା ୪୫ ମିନିଟରେଏହି କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଅନ୍ତତଃ ୬ଟି ଏଜେଣ୍ଡା ଅଛି ଯାହାକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ବୈଠକରେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ଲୋକପାଳ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ପ୍ରସ୍ତାବ’ଉପରେ କ୍ୟାବିନେଟ୍ ମୋହର ଲାଗିପାରେ ବୋଲି […]
ଭୁବନେଶ୍ବର, ( ଓଡିଶା ରିପୋର୍ଟର ) : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ସୋମବାର ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ସଚିବାଳୟରେ ଅପରାହ୍ନ ୫ଟା ୪୫ ମିନିଟରେଏହି କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଅନ୍ତତଃ ୬ଟି ଏଜେଣ୍ଡା ଅଛି ଯାହାକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ବୈଠକରେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ଲୋକପାଳ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ପ୍ରସ୍ତାବ'ଉପରେ କ୍ୟାବିନେଟ୍ ମୋହର ଲାଗିପାରେ ବୋଲି ସୂଚନା ମିଳିଛି ।