ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି, ମହାନଦୀ ଉପରେ ହେବ ବ୍ରିଜ୍ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ  ମହାନଦୀ ଉପରେ ଏକ ବ୍ରିଜ ନିର୍ମାଣ ହେବ।  ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ଏହି ସେତୁ ନିର୍ମାଣ ହେବ।  ୮୮୮. ୮୯ ମିଟର ସେତୁ ନିର୍ମାଣ ପାଇଁ ବଜେଟ ହୋଇଛି ୧୧୮ କୋଟି ୫୬ ଲକ୍ଷ ଟଙ୍କା।  ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି  । ଏହି ବ୍ରିଜ ନିର୍ମାଣ […]

naveen-patnik-1-1-1

naveen-patnik-1-1-1

Tapas Behera
  • Published: Friday, 25 September 2020
  • Updated: 25 September 2020, 01:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ  ମହାନଦୀ ଉପରେ ଏକ ବ୍ରିଜ ନିର୍ମାଣ ହେବ।  ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ଏହି ସେତୁ ନିର୍ମାଣ ହେବ।  ୮୮୮. ୮୯ ମିଟର ସେତୁ ନିର୍ମାଣ ପାଇଁ ବଜେଟ ହୋଇଛି ୧୧୮ କୋଟି ୫୬ ଲକ୍ଷ ଟଙ୍କା।  ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି  । ଏହି ବ୍ରିଜ ନିର୍ମାଣ ହେବା ଦ୍ୱାରା ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos