ମମିତା ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି, କିନ୍ତୁ ଭର୍ଚୁଆଲ୍‌ ବୈଠକରେ ବ୍ୟସ୍ତ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦ ଭିତରେ ଠେଲି ହୋଇ ଯାଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ତାଙ୍କ ଇସ୍ତଫା ଓ ଗିରଫ ଦାବିରେ ଉଠୁଛି ପଡ଼ୁଛି ଓଡ଼ିଶା। ସବୁଠି ଉଠୁଛି ପ୍ରତିବାଦର ସ୍ୱର। ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହିତ ତାଙ୍କର ସମ୍ପର୍କ ସାମ୍ନାକୁ ଆସିବା ପରେ କଂଗ୍ରେସ ଓ ବିଜେପି ପ୍ରତିବାଦକୁ ତୀବ୍ରତର କରିଛନ୍ତି। ତାଙ୍କ ଘର ଉପରକୁ ଅଣ୍ଡା ମାଡ଼ ହୋଇଛି। ଏପରି ସ୍ଥିତିରେ […]

Debya Shankar Mishra

Debya Shankar Mishra

Manoranjan Sial
  • Published: Monday, 25 October 2021
  • Updated: 25 October 2021, 05:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦ ଭିତରେ ଠେଲି ହୋଇ ଯାଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ତାଙ୍କ ଇସ୍ତଫା ଓ ଗିରଫ ଦାବିରେ ଉଠୁଛି ପଡ଼ୁଛି ଓଡ଼ିଶା। ସବୁଠି ଉଠୁଛି ପ୍ରତିବାଦର ସ୍ୱର। ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହିତ ତାଙ୍କର ସମ୍ପର୍କ ସାମ୍ନାକୁ ଆସିବା ପରେ କଂଗ୍ରେସ ଓ ବିଜେପି ପ୍ରତିବାଦକୁ ତୀବ୍ରତର କରିଛନ୍ତି। ତାଙ୍କ ଘର ଉପରକୁ ଅଣ୍ଡା ମାଡ଼ ହୋଇଛି। ଏପରି ସ୍ଥିତିରେ ସେ ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି। ହେଲେ ୱେବିନାର୍‌ରେ ଯୋଗଦେଇ ନିଜର ଆଭିମୁଖ୍ୟ ରଖୁଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ସେ ଆଉ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଆଜି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଦିନିକିଆ ଆଲୋଚନାଚକ୍ର ହୋଇଥିଲା। ଏହାର ଶୀର୍ଷକ ରହିଥିଲା- MAKING ODISHA THE TEXTILES HUB OF THE EAST। ଏଥିରେ ଯୋଗ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶିଳ୍ପ ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେହିପରି କେନ୍ଦ୍ର ବୟନ ସଚିବ, ଏସିଏସ୍‌ ତଥା ଉନ୍ନୟନ କମିଶନର ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସଚିବ ଶୁଭା ଶର୍ମାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ।

ସ୍କୁଲ ଅଧ୍ୟକ୍ଷା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିବାଦ ଜୋର ଧରଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିଭିନ୍ନ ଦଳ ପକ୍ଷରୁ ପ୍ରତିବାଦ ଜାରି ରହିଛି। ତେବେ ଏହି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାରିପଦା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ଆଲୋଚନା ହେଉଛି ମୁଖ୍ୟମନ୍ତ୍ରୀ ଜାଣିଶୁଣି ତାଙ୍କଠାରୁ ଦୂରେଇ ରହିଛନ୍ତି। ସେଥିପାଇଁ ବାରିପଦାରେ ଆୟୋଜିତ ସ୍ମାର୍ଟକାର୍ଡ ବଣ୍ଟନ ଉତ୍ସବକୁ ତାଙ୍କୁ ନେଇନଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story