ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ୱାଧୀନତା ଦିବସ; ସାମିଲ ହେବେ ୧୦୦ ଅତିଥି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ୭୪ତମ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ ଦେଖାଦେଇଥିବା କରୋନା ମହାମାରୀ ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ରାଜଧାନୀର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ଫୁଡଡ୍ରେସ ରିହରସଲ ଶେଷ ହୋଇଛି l ପରେଡରେ ମୁଖ୍ୟ […]

day-1

day-1

Niharika Rout
  • Published: Friday, 14 August 2020
  • Updated: 14 August 2020, 08:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ୭୪ତମ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ ଦେଖାଦେଇଥିବା କରୋନା ମହାମାରୀ ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଚଳିତ ବର୍ଷ ରାଜଧାନୀର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ଫୁଡଡ୍ରେସ ରିହରସଲ ଶେଷ ହୋଇଛି l ପରେଡରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି l

ମାତ୍ର ୧୦୦ ଅତିଥିଙ୍କ ଉପସ୍ଥିତିରେ ଚଳିତ ବର୍ଷ ସ୍ୱାଧୀନତା ଉତ୍ସବ ଅନୁଷ୍ଠିତ ହେବ l ପରେଡରେ ମାତ୍ର ୪ଟି କଣ୍ଟିଜେଣ୍ଟ ଭାଗ ନେବେ l SSB, ଓଡ୍ରାଫ, OSAP ଏବଂ ସପ୍ତମ ବାଟାଲିୟନ ଅଂଶଗ୍ରହଣ କରିବେ । ପରେଡରେ କିଛି କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନିତ କରିପାରନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story