ପଥର ବ୍ଲାଷ୍ଟିଂ ବେଳେ ୨ ମୃତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ସହର ନିକଟ ଏକ ପାହାଡ଼ରେ  ପଥର ବ୍ଲାଷ୍ଟିଂ ବେଳେ ଏକ ଅଘଟଣ ଘଟିଛି। ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବାବୁଲା ହନ୍ତାଳ ଓ ରାମ ସମରଥ। ଗୁରୁତର ଥିବା ଜଗା ମୂଷାକିଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 10:07 AM IST

Related story