ମ୍ୟାଟ୍ରିକରେ କମ ନମ୍ବର ରହିବାରୁ ବିଷ ପିଇଲେ ଛାତ୍ର 

ନୟାଗଡ଼(ଓଡ଼ିଶା ରିପୋର୍ଟର)ମ୍ୟାଟ୍ରିକରେ କମ ନମ୍ବର ରହିବାରୁ ବିଷ ପିଇ  ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ। ଏଠାକାର ଉମେଶ ଦଳବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ଦଳବେହେରା ମାଟ୍ରିକରେ କମ ନମ୍ବର ରଖିଥିବାରୁ ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା […]

c-uu

c-uu

Tapas Behera
  • Published: Wednesday, 22 May 2019
  • Updated: 22 May 2019, 05:02 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର)ମ୍ୟାଟ୍ରିକରେ କମ ନମ୍ବର ରହିବାରୁ ବିଷ ପିଇ  ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ।

ଏଠାକାର ଉମେଶ ଦଳବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ଦଳବେହେରା ମାଟ୍ରିକରେ କମ ନମ୍ବର ରଖିଥିବାରୁ ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story