ଘରେ ବସି ବିପିୟୁଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ରାଉରକେଲା(ପବନ ତିୱାରୀ): BPUT ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଛାତ୍ରଛାତ୍ରୀମାନେ ଘରେ ରହି ଦେଇପାରିବେ। ଏହି ପରୀକ୍ଷା ମୋବାଇଲ, ଟ୍ୟାବ୍ ଓ ଲାପଟପ୍‌ରେ ଅନ୍‌ଲାଇନ୍‌ ଛାତ୍ରଛାତ୍ରୀମାନେ ଦେଇପାରିବେ। ଏଥିପାଇଁ BPUT କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ଛାତ୍ରଛାତୀମାନେ ବହୁବାର BPUTକୁ ଆସି ପରୀକ୍ଷା ପରିଚାଳନାରେ ହୋଇଥିବା ତ୍ରୁଟିକୁ ସୁଧାରିବା ପାଇଁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବି ଥିଲା, ଅନ୍‌ଲାଇନ ପରୀକ୍ଷା ମୋବାଇଲ୍‌ ଓ ଟ୍ୟାବ୍‌ରେ କରାଯାଉ। ଯାହାକୁ ଧ୍ୟାନ […]

bput

bput

Manoranjan Sial
  • Published: Tuesday, 28 July 2020
  • Updated: 28 July 2020, 07:50 PM IST

Sports

Latest News

ରାଉରକେଲା(ପବନ ତିୱାରୀ): BPUT ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଛାତ୍ରଛାତ୍ରୀମାନେ ଘରେ ରହି ଦେଇପାରିବେ। ଏହି ପରୀକ୍ଷା ମୋବାଇଲ, ଟ୍ୟାବ୍ ଓ ଲାପଟପ୍‌ରେ ଅନ୍‌ଲାଇନ୍‌ ଛାତ୍ରଛାତ୍ରୀମାନେ ଦେଇପାରିବେ। ଏଥିପାଇଁ BPUT କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ଛାତ୍ରଛାତୀମାନେ ବହୁବାର BPUTକୁ ଆସି ପରୀକ୍ଷା ପରିଚାଳନାରେ ହୋଇଥିବା ତ୍ରୁଟିକୁ ସୁଧାରିବା ପାଇଁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବି ଥିଲା, ଅନ୍‌ଲାଇନ ପରୀକ୍ଷା ମୋବାଇଲ୍‌ ଓ ଟ୍ୟାବ୍‌ରେ କରାଯାଉ। ଯାହାକୁ ଧ୍ୟାନ ରଖି ବିପିୟୁଟି ଏପରି ନିଷ୍ପତ୍ତି ନେଇଛି।

ବିର୍ତ୍ତମାନ ରାଜ୍ୟରେ ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, କଟକ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଜୁଲାଇ ୩୧ ଯାଏ ସରକାର ଲକଡାଉନ୍ ଘୋଷଣା କରିଥିଲେ। ଲକ୍‌ଡାଉନ୍‌ ଖୋଲିବା ପରେ ଅନ୍‌ଲାଇନ ପରୀକ୍ଷା ଆରମ୍ଭ ହେବ ବୋଲି BPUT ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story