ସବ୍‌ ଜୁନିଅର ଫୁଟବଲ୍ ଚାମ୍ପିଅନସିପ୍‌ରେ ଓଡ଼ିଆ ଖେଳାଳିଙ୍କ କମାଲ

Ordigital Desk
  • Published: Saturday, 18 November 2017
  • , Updated: 18 November 2017, 11:03 AM IST
<p>ଭୁବନେଶ୍ୱର: ଓଡ଼ିଶା-ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ନ୍ୟାସନାଲ ସବ୍&zwnj; ଜୁନିଅର ଫୁଟବଲ୍ ଚାମ୍ପିଅନସିପ୍&zwnj;ର ବାଳକ ବର୍ଗରେ ଓଡ଼ିଆ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଫାଇନାଲ ରାଉଣ୍ଡର ପ୍ରଥମ ମୁକାବିଲାରେ ଓଡ଼ିଶା-ପଞ୍ଜାବ ମ୍ୟାଚ୍ ୨-୨ ପଏଣ୍ଟରେ ଡ୍ର ରହିଛି।&nbsp; ମ୍ୟାଚର ୨ ମିନିଟ୍ ଓ ୪ମିନିଟରେ ପଞ୍ଜାବର ପ୍ରିନ୍ସ ସିଂହ ୨ଟି ଗୋଲ ଦେଇ ଦଳକୁ ଅଗ୍ରଣୀ ରଖିଥିଲେ।</p> <p>ଖେଳର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଯଦୁନାଥ ହାଂସଦା ୮୫ ଓ ୮୯ମିନିଟରେ ୨ ଗୋଲ ଦେଇଥିଲେ।&nbsp; ହେଲେ ଏହାପରେ ଆଉ ଗୋଲ ନ ହେବାରୁ ଖେଳ ଡ୍ର ରହିଥିଲା ।</p>

Related story