HSTDVର ସଫଳ ପରୀକ୍ଷଣ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଭାରତର ସୁପର୍‌ ସୋନିକ କ୍ରୁଜ୍‌ ମିସାଇଲ୍‌ HSTDVର ସଫଳ ପରୀକ୍ଷଣ ହୋଇଛି। ଆଜି ଦିନ ୧୧ଟାରେ ଭଦ୍ରକ ଜିଲ୍ଲା ଅବଦୁଲ କଲାମ ଆଇଲାଣ୍ଡରେ ଏହାର ପରୀକ୍ଷଣ କରାଯାଇଛି। HSTDV (ହାଇପର୍ସୋନିକ ଟେକ୍ନୋଲଜି ଡେମୋନଷ୍ଟ୍ରେଟର ଭେଇକଲ୍‌) ଭାରତର ଏକ ଚାଳକ ବିହୀନ ସ୍କ୍ରାମ୍‌ଜେଟ୍‌ ଏୟାର୍‌ କ୍ରାଫଟ୍‌। In a historic mission today, India successfully flight tested Hypersonic Technology Demonstrator Vehicle (HSTDV), a giant leap in indigenous defence technologies […]

hdtv

Manoranjan Sial
  • Published: Monday, 07 September 2020
  • , Updated: 07 September 2020, 03:20 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଭାରତର ସୁପର୍‌ ସୋନିକ କ୍ରୁଜ୍‌ ମିସାଇଲ୍‌ HSTDVର ସଫଳ ପରୀକ୍ଷଣ ହୋଇଛି। ଆଜି ଦିନ ୧୧ଟାରେ ଭଦ୍ରକ ଜିଲ୍ଲା ଅବଦୁଲ କଲାମ ଆଇଲାଣ୍ଡରେ ଏହାର ପରୀକ୍ଷଣ କରାଯାଇଛି। HSTDV (ହାଇପର୍ସୋନିକ ଟେକ୍ନୋଲଜି ଡେମୋନଷ୍ଟ୍ରେଟର ଭେଇକଲ୍‌) ଭାରତର ଏକ ଚାଳକ ବିହୀନ ସ୍କ୍ରାମ୍‌ଜେଟ୍‌ ଏୟାର୍‌ କ୍ରାଫଟ୍‌।

https://twitter.com/DRDO_India/status/1302863224988082181?s=20

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ନିର୍ମିତ ଏହି ହାଇପର ସୋନିକ୍ ସ୍ପିଡ ଏୟାର୍ କ୍ରାଫଟ୍ ଶତ୍ରୁ ପକ୍ଷର ଯେକୌଣସି କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାରେ ସଫଳ ହୋଇପାରିବ।

ଗତବର୍ଷ ମଧ୍ୟ ଏହି ମିସାଇଲର ପରୀକ୍ଷଣ କରାଯାଇଥିଲା। ସେତେବେଳେ ସାମୟିକ ସଫଳ ମଧ୍ୟ ହୋଇଥିଲା।

Related story