ବାଲୁକଳା ମାଧ୍ୟମରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବଲିଉଡ୍‌ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମଦିନ। ୧୯୪୨ ମସିହାରେ ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଏହି ସୁପର୍‌ଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛିା  ସୋଶାଲ୍‌ ମିଡିଆରେ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଅନେକ ଫ୍ୟାନ୍‌ ତାଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନ ସମ୍ମୁଖରେ ମଧ୍ୟ ଭିଡ଼ ଲଗାଇଛନ୍ତି। ଅନ୍ୟପକ୍ଷରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନିଆରା ଢଙ୍ଗରେ ଅମିତାଭଙ୍କୁ […]

seabeach00

Tapaswini Nayak
  • Published: Friday, 11 October 2019
  • , Updated: 11 October 2019, 09:16 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବଲିଉଡ୍‌ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମଦିନ। ୧୯୪୨ ମସିହାରେ ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଏହି ସୁପର୍‌ଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛିା  ସୋଶାଲ୍‌ ମିଡିଆରେ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଅନେକ ଫ୍ୟାନ୍‌ ତାଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନ ସମ୍ମୁଖରେ ମଧ୍ୟ ଭିଡ଼ ଲଗାଇଛନ୍ତି।

ଅନ୍ୟପକ୍ଷରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନିଆରା ଢଙ୍ଗରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥିପାଇଁ ସେ ୫ ଟନ୍ ବାଲି ବ୍ୟବହାର କରିଛନ୍ତି।

Related story