ସୁଦର୍ଶନ ପଟ୍ଟନାୟକ ମହାରାଷ୍ଟ୍ର ସରକାରଙ୍କ ବ୍ରାଣ୍ଡ୍‌ ଆମ୍ୱାସଡର

ଭୁବନେଶ୍ୱର: ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମହାରାଷ୍ଟ୍ର ସରକାର କୋଙ୍କଣ ବେଳାଭୂମିର ପର୍ଯ୍ୟଟନ ବିକାଶ ପାଇଁ ବ୍ରାଣ୍ଡ୍‌ ଆମ୍ୱାସଡର ନିଯୁକ୍ତ କରିଛନ୍ତି। ମୁମ୍ୱାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ  ସୁଦର୍ଶନଙ୍କ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ବାଲୁକା କଳା ମାଧ୍ୟମରେ ସୁଦର୍ଶନ ବେଳାଭୂମି ପର୍ଯ୍ୟଟନର ବିକାଶ କରିବେ । ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ସୁଦର୍ଶନ ପଟ୍ଟନାୟକ କୋଙ୍କଣ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

sudarshan-patnaik

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 08:39 AM IST

ଭୁବନେଶ୍ୱର: ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମହାରାଷ୍ଟ୍ର ସରକାର କୋଙ୍କଣ ବେଳାଭୂମିର ପର୍ଯ୍ୟଟନ ବିକାଶ ପାଇଁ ବ୍ରାଣ୍ଡ୍‌ ଆମ୍ୱାସଡର ନିଯୁକ୍ତ କରିଛନ୍ତି। ମୁମ୍ୱାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ  ସୁଦର୍ଶନଙ୍କ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ବାଲୁକା କଳା ମାଧ୍ୟମରେ ସୁଦର୍ଶନ ବେଳାଭୂମି ପର୍ଯ୍ୟଟନର ବିକାଶ କରିବେ ।

ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ସୁଦର୍ଶନ ପଟ୍ଟନାୟକ କୋଙ୍କଣ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Related story