ସୁକମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ ମାଓବାଦୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସୁକ୍‌ମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ  ସୁରକ୍ଷାକର୍ମୀ ଏମାନଙ୍କୁ ଗିରଫ କରିଛନ୍ତି। ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଅଭିଯୁକ୍ତମାନଙ୍କ ହାତ ଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ଥିଲେ। ସହିଦ ଜଣଙ୍କ […]

sukuma

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 10:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସୁକ୍‌ମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ  ସୁରକ୍ଷାକର୍ମୀ ଏମାନଙ୍କୁ ଗିରଫ କରିଛନ୍ତି। ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଅଭିଯୁକ୍ତମାନଙ୍କ ହାତ ଥିବା ଜଣାପଡିଛି।

ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ଥିଲେ। ସହିଦ ଜଣଙ୍କ ପୁରୀ ବ୍ରହ୍ମଗିରି ରେବଣା ନୂଆଗାଁର ମନୋରଞ୍ଜନ ଲେଙ୍କା।

Related story