ସୁକିନ୍ଦା ଗଣଦୁଷ୍କର୍ମ ଅଭିଯୋଗ: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର(ଅଭୟ ପତି):ସୁକିନ୍ଦା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହୁରାଙ୍କୁ  ଗିରଫ କରିଛି ପୁଲିସ। ମୋବାଇଲ ଟ୍ରାକିଂ କରି ଢେଙ୍କାନାଳ ଜିଲ୍ଲାର କପିଳାସ ନିକଟରୁ ସବ୍ୟସାଚୀକୁ ଗିରଫ କରିଛି ଯାଜପୁର ପୁଲିସ । ଗତକାଲି ସୁକିନ୍ଦାର ଜଣେ ଯୁବତୀକୁ ନିଜ ଗାଡି ଭିତରେ ଦୁଷ୍କର୍ମ କରିବା ପରେ ଯାଜପୁରରୋଡ଼ଠାରେ ଆଉ ଜଣେ ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟଙ୍କ ସହ ମିଶି ପୁଣି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୁକ୍ତକୁ  ଗିରଫ ଦାବି କରି ଗତ ରାତି […]

nbb-1

nbb-1

Tapas Behera
  • Published: Thursday, 25 April 2019
  • Updated: 25 April 2019, 08:39 PM IST

Sports

Latest News

ଯାଜପୁର(ଅଭୟ ପତି):ସୁକିନ୍ଦା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହୁରାଙ୍କୁ  ଗିରଫ କରିଛି ପୁଲିସ। ମୋବାଇଲ ଟ୍ରାକିଂ କରି ଢେଙ୍କାନାଳ ଜିଲ୍ଲାର କପିଳାସ ନିକଟରୁ ସବ୍ୟସାଚୀକୁ ଗିରଫ କରିଛି ଯାଜପୁର ପୁଲିସ । ଗତକାଲି ସୁକିନ୍ଦାର ଜଣେ ଯୁବତୀକୁ ନିଜ ଗାଡି ଭିତରେ ଦୁଷ୍କର୍ମ କରିବା ପରେ ଯାଜପୁରରୋଡ଼ଠାରେ ଆଉ ଜଣେ ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟଙ୍କ ସହ ମିଶି ପୁଣି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ତେବେ ଅଭିଯୁକ୍ତକୁ  ଗିରଫ ଦାବି କରି ଗତ ରାତି ଏବଂ ଆଜି ଅପରାହ୍ନରେ ବିଜେପି ପକ୍ଷରୁ ସୁକିନ୍ଦା ଥାନା ଘେରାଉ କରାଯାଇଥିଲା। ଏଥିସହ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା। ନଚେତ ବିଜେପି ରାଜ ରାସ୍ତାକୁ ଓହ୍ଲାଇବା ପାଇଁ

ଚେତାବନୀ ଦେଇଥିଲା। ପୁଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ହୋଇଥିବାରୁ SC /ST ସହ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ତନାଘନା ଜାରି ରଖିଥିଲା। ତେବେ ମୋବାଇଲ ଟ୍ରାକିଂରେ ଅଭିଯୁକ୍ତ କପିଳାସରେ ଥିବା ଜାଣି ଅତି ଚତୁରତାର ସହ ସ୍ଥାନୀୟ ପୁଲିସ ସହ ମିଶି ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ଏବେ ନିର୍ବାଚନ ତାତି ଥିବାରୁ ଅଭିଯୁକ୍ତକୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରା ଉଚୁରା କରୁଛି ପୁଲିସ।

ଅଭିଯୁକ୍ତ ସବ୍ୟସାଚୀ ଶାସକ ଦଳର ଆଗ ଧାଡ଼ିର କର୍ମୀ ଥିବାବେଳେ ସୁକିନ୍ଦାର ପୂର୍ବତନ ମନ୍ତ୍ରୀଙ୍କ ଖାସ ଲୋକ ବୋଲି ବିଭିନ୍ନ ଫଟୋରୁ ଜଣାପଡିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story