କାଟୁ କଲାନି ପ୍ରଶାସନର ବାରଣ: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ଖଳା

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପ୍ରଶାସନର ବାରଣ ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି। ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି। ଚଳିତବର୍ଷ ବଳି ଉପରେ ପ୍ରଶାସନ କଟକଣା ଲଗାଇ ନଥିଲେ ବି ବଳି ପକାଇବାକୁ ବାରଣ କରାଯାଇଥିଲା। ହେଲେ ୪ ଜଣ ମାଜିଷ୍ଟ୍ରେଟ୍‌, ପୁଲିସ୍‌ ଅଧିକାରୀ ଓ ପୁଲିସ୍‌ ଫୋର୍ସ […]

sulia

sulia

Jyoshna Pradhan
  • Published: Tuesday, 08 January 2019
  • Updated: 08 January 2019, 12:50 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପ୍ରଶାସନର ବାରଣ ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି। ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି। ଚଳିତବର୍ଷ ବଳି ଉପରେ ପ୍ରଶାସନ କଟକଣା ଲଗାଇ ନଥିଲେ ବି ବଳି ପକାଇବାକୁ ବାରଣ କରାଯାଇଥିଲା। ହେଲେ ୪ ଜଣ ମାଜିଷ୍ଟ୍ରେଟ୍‌, ପୁଲିସ୍‌ ଅଧିକାରୀ ଓ ପୁଲିସ୍‌ ଫୋର୍ସ ଆଗରେ ଆଦିବାସୀ ଲୋକେ ବଳି ପକାଇ ସେମାନଙ୍କ ଆରଧ୍ୟ ଦେବାଦେବୀଙ୍କ ପୂଜା କରିଛନ୍ତି।

ଗତକାଲି ଅର୍ଦ୍ଧରାତ୍ରରେ ଗାଁର ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଢୋଲ ନିଶାନ ତାଳେ ତାଳେ ଶୁଳିଆ ଖଳାକୁ ଆସିଥିଲେ। ଏହାପରେ ସାନ ଖଳା ଓ ବଡ଼ ଖଳାରେ ପରମ୍ପରା ଅନୁସାରେ ପଶୁ ବଳି ଦିଆଯାଇଥିଲା।

ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଲୋକେ ଯୋଗ ଦେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଯାତ୍ରା ସ୍ଥଳରେ ଏସ୍‌ପି ଓ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଜଣେ ଡିଏସ୍‌ପି ଓ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story