ଶର୍ମିଷ୍ଠା ରାଉତଙ୍କ ମେମୋରୀ ଚିପ୍‌ ମିଷ୍ଟ୍ରୀ, ଥିଲା କି ଅଶ୍ଲୀଳ ଭିଡିଓ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେମୋରୀ ଚିପ୍‌ ପାଇଁ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ମେମୋରୀ ଚିପ୍‌ରେ କଣ ଥିଲା? ସେଥିରେ ‘ସମ୍ପୂର୍ଣ୍ଣା’ ୱେବ୍‌ ପୋର୍ଟାଲର କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା ନା ଆଉ କିଛି। ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ ଶୁଣିବାକୁ ମିଳୁଛି ଶର୍ମିଷ୍ଠାଙ୍କ ଦୟାଲ୍‌ ଆଶ୍ରମର ଉପର ମହଲାରେ ଭିଡିଓ ଶୁଟିଂ ହେଉଥିଲା। ନିୟମିତ ବ୍ୟବଧାନରେ […]

Sarmista-Rout

Sarmista-Rout

Manoranjan Sial
  • Published: Monday, 21 March 2022
  • Updated: 21 March 2022, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେମୋରୀ ଚିପ୍‌ ପାଇଁ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ମେମୋରୀ ଚିପ୍‌ରେ କଣ ଥିଲା? ସେଥିରେ ‘ସମ୍ପୂର୍ଣ୍ଣା’ ୱେବ୍‌ ପୋର୍ଟାଲର କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା ନା ଆଉ କିଛି। ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ତେବେ ଶୁଣିବାକୁ ମିଳୁଛି ଶର୍ମିଷ୍ଠାଙ୍କ ଦୟାଲ୍‌ ଆଶ୍ରମର ଉପର ମହଲାରେ ଭିଡିଓ ଶୁଟିଂ ହେଉଥିଲା। ନିୟମିତ ବ୍ୟବଧାନରେ ସେଠାକୁ ପ୍ରତିଦିନ ବଡ଼ ବଡ଼ ଅଫିସର ଓ ନେତା ଆସୁଥିଲା। ସେଠାରେ କୁଆଡେ ସମସ୍ତଙ୍କୁ ଆପ୍ୟାୟିତ କରାଯାଉଥିଲା। ତେବେ କେଉଁ ପ୍ରକାର ଆପ୍ୟାୟିତ କରାଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଶର୍ମିଷ୍ଠା ରାଉତ ଫେରାର୍‌ ପରଠାରୁ ତାଙ୍କ ସହିତ ଉଠିଥିବା ନେତାଙ୍କ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି, ସେଠାରେ କୁଆଡେ ଅଶ୍ଲୀଳ ଭିଡିଓ ଶୁଟିଂ ହେଉଥିଲା। ଯାହାର ତଥ୍ୟ ମେମୋରୀ ଚିପ୍‌ରେ ଥିଲା। ଆଉ ସେହି ଚିପ୍‌କୁ ମାନସ ନେଇଯାଇଥିଲା। ଯାହାକୁ ପାଇବା ପାଇଁ ଶର୍ମିଷ୍ଠା ମାନସକୁ ବାରମ୍ୱାର ନିବେଦନ କରୁଥିଲେ। ଯେତେବେଳେ ମାନସ ଧରାଛୁଆଁ ଦେଲେନାହିଁ, ସେତେବେଳେ ତାକୁ ରାସ୍ତାରୁ ହଟାଇ ଦେଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ମାନସଙ୍କୁ ହତ୍ୟା କଲା ପରେ ବର୍ତ୍ତମାନ ମେମୋରୀ ଚିପ୍‌ କେଉଁଠି?

ମେମୋରୀ ଚିପ୍‌ରେ ଅଶ୍ଳୀଳ ଭିଡିଓ ଥିଲା କି ପ୍ରଶ୍ନରେ ଆଜି ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଛନ୍ତି, ଆମ ଅନୁସନ୍ଧାନରେ ଏ ସଂପର୍କରେ ସେମିତି କିଛି ତଥ୍ୟ ମିଳିନି। ତେବେ ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସୁଦ୍ଧା ଭଦ୍ରକ ପୁଲିସ୍‌ ୫ ଜଣଙ୍କୁ ଗିରଫ କରାଯାଇଛି। ସେଥିରେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ଅନ୍ୟ ଜଣେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story