ସ୍ୱର୍ଗଦ୍ୱାର ଜମି କେଲେଙ୍କାରୀର ତଦନ୍ତ ରିପୋର୍ଟ ଆରଡିସିଙ୍କୁ ପ୍ରଦାନ

ପୁରୀ: ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀର ତଦନ୍ତ ୯ ଜଣିଆ ପ୍ରଶାସନିକ କମିଟି ଶେଷ କରିଛନ୍ତି। ଏହି ତଦନ୍ତର ରିପୋର୍ଟ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଜି ଆରଡିସିଙ୍କୁ ପ୍ରଦାନ କରିଛନ୍ତି। ନଥିପତ୍ରରେ ଥିବା ପ୍ରକୃତ ଅଞ୍ଚଳ ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କମିଟି ପାଖରୁ ପଚାରି ବୁଝିଥିଲେ। ଏହାସହ ଜଗନ୍ନାଥଙ୍କ ଅମୃତଣୋହୀ ଜମି ଉପରେ କେମିତି ହୋଟେଲ ଓ ଲଜିଂ ହୋଇଛି ତାହା ବୁଲି ଦେଖିଥିଲେ। ସ୍ୱର୍ଗଦ୍ୱାରର ୧୬.୪୦୦ ଏକର ଡିସିମିଲ ଜମି ଉପରେ ଏହି ପ୍ରାରମ୍ଭିକ ତଦନ୍ତ ଶେଷ […]

puri swargadwara-123

Rakesh Mallick
  • Published: Thursday, 30 March 2017
  • , Updated: 30 March 2017, 10:17 PM IST

ପୁରୀ: ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀର ତଦନ୍ତ ୯ ଜଣିଆ ପ୍ରଶାସନିକ କମିଟି ଶେଷ କରିଛନ୍ତି। ଏହି ତଦନ୍ତର ରିପୋର୍ଟ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଜି ଆରଡିସିଙ୍କୁ ପ୍ରଦାନ କରିଛନ୍ତି।

ନଥିପତ୍ରରେ ଥିବା ପ୍ରକୃତ ଅଞ୍ଚଳ ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କମିଟି ପାଖରୁ ପଚାରି ବୁଝିଥିଲେ। ଏହାସହ ଜଗନ୍ନାଥଙ୍କ ଅମୃତଣୋହୀ ଜମି ଉପରେ କେମିତି ହୋଟେଲ ଓ ଲଜିଂ ହୋଇଛି ତାହା ବୁଲି ଦେଖିଥିଲେ।

ସ୍ୱର୍ଗଦ୍ୱାରର ୧୬.୪୦୦ ଏକର ଡିସିମିଲ ଜମି ଉପରେ ଏହି ପ୍ରାରମ୍ଭିକ ତଦନ୍ତ ଶେଷ କରାଯାଇଛି। ଚଞ୍ଚକତା କରାଯାଇ ହଡ଼ପ ହୋଇଥିବା ଜମି ଉପରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related story