ତପସ୍ୱିନୀ ଓ ସୁମିତଙ୍କ ୭ ଦିନର ସମ୍ପର୍କ କେମିତି କଟିଲା...

ଆସିକା(ମନୋଜ ମୁନୀ): ସ୍ୱାମୀଙ୍କୁ ପାଇବା ପାଇଁ ତପସ୍ୟା କରିଥିଲେ ତପସ୍ୱିନୀ! ବହୁ ସଂଘର୍ଷ ପରେ ୭ ଦିନ ଗୋଟିଏ କୋଠରୀରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହା ପରେ ତପସ୍ୱିନୀ ଭାବିଥିଲେ ଭଙ୍ଗା ସଂସାର ସଜାଡ଼ି ଯିବ। ପୁଣି ଥରେ ସ୍ୱାମୀଙ୍କ ବାହୁବନ୍ଧନରେ ବାନ୍ଧିହୋଇଯିବେ। ଆଉ ସଜାଡ଼ିଯିବ ଘର ସଂସାର। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତପସ୍ୱିନୀ ଦେଖିଥିବା ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଯାଇଛି। ଆଜି ଚମ୍ପଟ ମାରିଛନ୍ତି ସ୍ୱାମୀ ସୁମିତ! ସ୍ୱାମୀ […]

Tapasani

Tapasani

Manoranjan Sial
  • Published: Friday, 10 December 2021
  • Updated: 10 December 2021, 10:42 PM IST

Sports

Latest News

ଆସିକା(ମନୋଜ ମୁନୀ): ସ୍ୱାମୀଙ୍କୁ ପାଇବା ପାଇଁ ତପସ୍ୟା କରିଥିଲେ ତପସ୍ୱିନୀ! ବହୁ ସଂଘର୍ଷ ପରେ ୭ ଦିନ ଗୋଟିଏ କୋଠରୀରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହା ପରେ ତପସ୍ୱିନୀ ଭାବିଥିଲେ ଭଙ୍ଗା ସଂସାର ସଜାଡ଼ି ଯିବ। ପୁଣି ଥରେ ସ୍ୱାମୀଙ୍କ ବାହୁବନ୍ଧନରେ ବାନ୍ଧିହୋଇଯିବେ। ଆଉ ସଜାଡ଼ିଯିବ ଘର ସଂସାର। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତପସ୍ୱିନୀ ଦେଖିଥିବା ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଯାଇଛି। ଆଜି ଚମ୍ପଟ ମାରିଛନ୍ତି ସ୍ୱାମୀ ସୁମିତ! ସ୍ୱାମୀ ପଳାଇଯିବା ପରେ ୭ ଦିନର ପ୍ରତିଟି ମୁହୂର୍ତ୍ତକୁ ବଖାଣିଛନ୍ତି ତପସ୍ୱିନୀ।

https://youtu.be/_wQFkdDqQWk

ତପସ୍ୱିନୀଙ୍କ କହିବା ଅନୁସାରେ ଆଇବିରେ ୭ ଦିନ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ଦିନ ଏକାଠି ରହିଥିଲୁ। କିନ୍ତୁ ଦ୍ୱିତୀୟ ଦିନ ୧୧ଟା ବେଳେ ସୁମିତଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ ରିସିଭ୍‌ କରିବା ପରେ ସେ ଆଉ ଘର ଭିତରକୁ ଯିବେନି ବୋଲି କହିଥିଲେ। ସେ ରୁମ୍‌ ବାହାର ବାରଣ୍ଡାରେ ରହିଲେ। ସ୍ୱାମୀ ଯେହେତୁ ବାରଣ୍ଡାରେ ରହୁଛନ୍ତି, ତେଣୁ ମୁଁ କେମିତି ରୁମ୍‌ରେ ରହିବି? ସେଥିପାଇଁ ମୁଁ ମଧ୍ୟ ଆସି ତାଙ୍କ ସହିତ ବାରଣ୍ଡାରେ ରହିଲି। ୭ ଦିନ ଯାକ ବାରଣ୍ଡାରେ ରହିଥିଲୁ ବୋଲି ତପସ୍ୱିନୀ କହିଛନ୍ତି।

https://youtu.be/s4bUX7JQMvw

ସେ କହିଛନ୍ତି-“ସୁମିତ ସବୁଦିନ ପୂର୍ବାହ୍ନ ୧୧ରୁ ରାତି ୯ଟା ପର୍ଯ୍ୟନ୍ତ ଡ୍ୟୁଟିକୁ ଯାଆନ୍ତି। କିନ୍ତୁ ଗତକାଲି ସକାଳ ୯ଟାରୁ ଡ୍ୟୁଟିକୁ ଯାଇ ରାତି ୯ଟା ପର୍ଯ୍ୟନ୍ତ ରୁମ୍‌କୁ ଫେରିନଥିଲେ। ଏ ସମ୍ପର୍କରେ ମୁଁ ଆସିକା ଆଇଆଇସିଙ୍କୁ ଫୋନ୍‌ କରି ଜଣାଇଥିଲି। ଆସିକା ଆଇଆଇସି ମୋଠାରୁ ସବୁ କଥା ଶୁଣି ତାଙ୍କୁ(ସୁମିତ) ଫୋନ୍‌ କରି ପଚାରିଥିଲେ। ସେତେବେଳେ ସେ ନାଇଟ୍‌ ଡ୍ୟୁଟିରେ ଥିବା ଆଇଆଇସିଙ୍କୁ କହିଥିଲେ। କିନ୍ତୁ ପ୍ରକୃତ କଥା ହେଉଛି, ଆଇଆଇସି ଫୋନ୍‌ କରିବା ପୂର୍ବରୁ ଘରକୁ ଫେରିବା ପାଇଁ ଡ୍ରାଇଭରକୁ ସୁମିତ ଡାକିଥିଲେ। ନାଇଟ୍‌ ଡ୍ୟୁଟି ନଥିବା ଡ୍ରାଇଭରକୁ ସେ କହିଥିଲେ। ଯେତେବେଳେ କୋର୍ଟଙ୍କ ଅର୍ଡର ଶୁଣିଲେ- ସେତେବେଳେ ନାଇଟ୍‌ ଡ୍ୟୁଟି ଅଛି ବୋଲି କହିଥିଲେ।”

https://youtu.be/eQ1-qSC5dPg

ତପସ୍ୱିନୀ  ଆହୁରି କହିଛନ୍ତି-“ଆସିକା ଆଇଆଇସିଙ୍କ କହିବା ପରେ ସୁମିତ ରୁମ୍‌କୁ ଆସିଥିଲେ। ସେ ରୁମ୍‌ରେ ପହଞ୍ଚି କହିଲେ, ତୁ ତୁମ ଘରକୁ ଯାଆ। ତୋତେ ତୋ’ ପଇସା ଦେଇଦେବି। ମୁଁ ତୋତେ ନେବିନାହିଁ। ସେହି ସମୟରେ ତାଙ୍କୁ ମୁଁ ବହୁ ଅନୁରୋଧ କରିଥିଲି। ମାତ୍ର ସେ ମୋ ଅନୁରୋଧ ଶୁଣିନଥିଲେ। ଏହା ପରଠାରୁ ସେ ପଳାଇ ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମୁଁ ତାଙ୍କୁ ସେ ସୁଯୋଗ ଦେଇନଥିଲି। ରାତି ସାରା ଅନିଦ୍ରା ହୋଇ ତାଙ୍କୁ ଜଗି ରହିଥିଲି। ପୁଲିସ ମଧ୍ୟ ବାହାରେ ଜଗି ରହିଥିଲା। କିନ୍ତୁ ଆଜି ସକାଳେ ମୁଁ ଖାଇବାକୁ ଯାଇଥିଲି। ଠିକ୍‌ ଏହି ସମୟରେ ଗୋଟିଏ ସ୍କୁଟି ଆସିଲା। ପୁଲିସ ଉପସ୍ଥିତିରେ ସେ ସ୍କୁଟିରେ ବସି ପଳାଇ ଗଲେ। ମୁଁ ତାଙ୍କ ପଛରେ ଧାଇଁ ଧାଇଁ ଡାକିଥିଲେ ମଧ୍ୟ ସେ ଶୁଣିନଥିଲେ। ଆଉ ତା’ପରେ ତାଙ୍କର କୌଣସି ଫୋନ୍‌ କଲ ଆସିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story