ଅଡିଓବାର୍ତ୍ତା ଜାରି କଲେ ସୁମିତ; ତପସ୍ୱିନୀ କହିଲେ-ନରମିବିନି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଡାକ୍ତର ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ବିବାଦ ନାଟକିୟ ମୋଡ଼ ନେଇଛି। ଆସିକା ଗେଷ୍ଟ ହାଉସ୍‌ରୁ ହଠାତ୍‌ ସୁମିତ ପଳାଇବା ପରେ ତପସ୍ୱିନୀ ଆରୋପ ପରେ ଆରୋପ ଲଗାଇ ଚାଲିଛନ୍ତି। ଏହାର ଉତ୍ତର ଦେବାକୁ ଯାଇ ସୁମିତି ଆଜି ଅଡିଓବାର୍ତ୍ତା ଜାରି କରିଛନ୍ତି। ଯାହାର ଜବାବ ରଖିଛନ୍ତି ତପସ୍ୱିନୀ। କହିଛନ୍ତି, ନରମିନି। ଆସିକା ଗେଷ୍ଟ ହାଉସ୍‌ରୁ ଫେରାର ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିବାଦରେ ଛନ୍ଦି […]

Tapaswini-Sumit

Tapaswini-Sumit

Manoranjan Sial
  • Published: Thursday, 16 December 2021
  • Updated: 16 December 2021, 04:30 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଡାକ୍ତର ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ବିବାଦ ନାଟକିୟ ମୋଡ଼ ନେଇଛି। ଆସିକା ଗେଷ୍ଟ ହାଉସ୍‌ରୁ ହଠାତ୍‌ ସୁମିତ ପଳାଇବା ପରେ ତପସ୍ୱିନୀ ଆରୋପ ପରେ ଆରୋପ ଲଗାଇ ଚାଲିଛନ୍ତି। ଏହାର ଉତ୍ତର ଦେବାକୁ ଯାଇ ସୁମିତି ଆଜି ଅଡିଓବାର୍ତ୍ତା ଜାରି କରିଛନ୍ତି। ଯାହାର ଜବାବ ରଖିଛନ୍ତି ତପସ୍ୱିନୀ। କହିଛନ୍ତି, ନରମିନି।

ଆସିକା ଗେଷ୍ଟ ହାଉସ୍‌ରୁ ଫେରାର ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିବାଦରେ ଛନ୍ଦି ହୋଇପଡ଼ିଥିବା ଡାକ୍ତର ସୁମିତ ସାହୁ। ଅଡ଼ିଓ ବାର୍ତ୍ତା ଜାରି କରି ସୁମିତ କହିଛନ୍ତି, ଶାରୀରିକ ଓ ମାନସିକ ଭାବେ ମୁଁ ସମ୍ପୂର୍ଣ୍ଣ ଅସୁସ୍ଥ ଅଛି। ଡାକ୍ତରଙ୍କ ପରାମର୍ଶରେ ବିଶ୍ରାମ ନେଉଛି। ଏ ସମ୍ପର୍କରେ ଅଥରିଟିଙ୍କୁ ଜଣାଇଛି। ଅପହରଣ ହେବା ଖବର ସମ୍ପୂର୍ଣ୍ଣ ମିଛ। ଲୋକଙ୍କୁ ଭ୍ରମିତ କରାଯାଉଛି। ମୋର ଓ ମୋ’ ପରିବାର ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି। ଏପରି ଅପବାଦ ମୋତେ ମାନସିକ ଯନ୍ତ୍ରଣା ଦେଉଛି ବୋଲି ସୁମିତ ଅଡିଓ ବାର୍ତ୍ତାରେ କହିଛନ୍ତି।

ଡାକ୍ତର ସୁମିତ କହିଛନ୍ତି-“ଅସୁସ୍ଥତା ଭିତରେ ସାଙ୍ଗ ଓ ପରିଚିତ ଲୋକଙ୍କ ମାଧ୍ୟମରେ ଘର ଖୋଜୁଛି। ଆଶା କରୁଛି ଶୀଘ୍ର ଘର ମିଳିଯିବ। ମୁଁ ଯାହା ଅପବାଦ ଶୁଣିବାକୁ ପାଉଛି, ତାହା ସମ୍ପୂର୍ଣ୍ଣ ମିଛ। କେବଳ ମୋ ମାନ ସମ୍ମାନକୁ ନଷ୍ଟ କରିବା ପାଇଁ ଅପଚେଷ୍ଟା ଚାଲିଛି। ଯେହେତୁ ମୋର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନାହିଁ, ତେଣୁ ତାଙ୍କ(ତପସ୍ୱିନୀ) ଉପସ୍ଥିତିରେ ବିଶ୍ରାମ ନେବା ପାଇଁ ଠିକ୍‌ ମନେ କଲିନାହିଁ। ସେଥିପାଇଁ ଆବଶ୍ୟକତା ଅନୁସାରେ ବିଶ୍ରାମ ନେଲି। ୭ ଦିନର ଏକାଠି ରହିବା ଭିତରେ ଆମ ଭିତରେ କୌଣସି ସମ୍ପର୍କ ଆଗକୁ ବଢ଼ିନାହିଁ। କିଛି ଠିକ୍‌ ହୋଇନାହିଁ। ତପସ୍ୱିନୀଙ୍କ ପାଇଁ ଯାହା ସମସ୍ୟା ଉପୁଜିଲା, ତାହା ଆସିକା ଆଇଆଇସିଙ୍କ ମାଧ୍ୟମରେ ଏସ୍‌ଡିଜେଏମ୍‌ଙ୍କୁ ଜଣାଇଛି।”

ଅଡିଓ ବାର୍ତ୍ତାରେ ସେ ଆହୁରି କହିଛନ୍ତି-“ତପସ୍ୱିନୀ ମୋ ଲାଇଫ୍‌ ବରବାଦ କରିଦେଇଛନ୍ତି। ଏବେବି କରିଚାଲିଛନ୍ତି। ମିଥ୍ୟା ଅପବାଦ ଲଗାଇ ସାଧାରଣ ଲୋକଙ୍କ ସହାନୁଭୁତି ସାଉଣ୍ଟୁଛନ୍ତି। ବ୍ୟକ୍ତିଗତ ଜୀବନକୁ ସାଧାରଣରେ ଦେଖାଇ ସମବେଦନା ଗୋଟାଉଛନ୍ତି। ମୋତେ ଓ ମୋ ପରିବାର ବିଷୟରେ ଅପବାଦ ଲଗାଇ, ସେ ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି? ଅପରାଧିକ ମାମଲା ରୁଜୁ କରିବା ପରେ କାହିଁକି ମୋ’ ସହିତ ରହିବାକୁ ଚାହୁଁଛନ୍ତି? ମୁଁ ତପସ୍ୱିନୀଙ୍କୁ ଅନୁରୋଧ କରୁଛି, ସେ ଲୋକଙ୍କ ସାମ୍ନାରେ ସାଳିନତା ରକ୍ଷା କରନ୍ତୁ।”

ସୁମିତଙ୍କ ଅଡିଓ ବାର୍ତ୍ତା ପରେ ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ତପସ୍ୱିନୀ। ସେ କହିଛନ୍ତି, ୭ ଦିନ ଏକାଠି ରହିଲେ ଦେହ ଖରାପ ହେଲାନି, ଏବେ ଖରାପ ହୋଇଗଲା। କୌଣସି ପରିସ୍ଥିତିରେ ମୁଁ ନରମିବିନି, ଲଢ଼େଇ ଜାରି ରଖିବି। ମୋ’ ଲୁହର ମୂଲ୍ୟ କେତେ ମୁଁ ବୁଝିଛି। ସେ ମୋଠାରୁ ଖସିଯିବାକୁ ଚାହୁଁଛନ୍ତି। ମୁଁ ଲଢ଼ି ଲଢ଼ି ତାଙ୍କୁ ନେଇକି ଆସିବି। ଝିଅ ସରସ୍ୱତୀ ହୋଇପାରେ, କାଳୀ ବି ହୋଇପାରେ ବୋଲି କହିଛନ୍ତି ତପସ୍ୱିନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story