ତରଙ୍ଗ ପରିବାର ଆଓ୍ୱାର୍ଡସ୍ ସେଟ୍‌ରେ ଗଣ୍ଡଗୋଳ

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପରେ ତରଙ୍ଗ ପରିବାର ଆଓ୍ୱାର୍ଡସ୍ ସେଟ୍‌ରେ ଆଜି ଗଣ୍ଡଗୋଳ ହୋଇଛି। ରିହରସାଲ୍ ଚାଲିଥିବା ବେଳେ ସେଟ୍ ଭିତରେ ପଶି ଗଣ୍ଡଗୋଳ କରିଛନ୍ତି କିଛି ବ୍ୟକ୍ତି। ଗଣ୍ଡଗୋଳକାରୀମାନେ ନିଜକୁ ସ୍ଥାନୀୟ ରାଜନେତାଙ୍କ ଲୋକ ବୋଲି ଦାବି କରୁଛନ୍ତି। ଆସନ୍ତାକାଲି ପାରାଦୀପରେ ତରଙ୍ଗ ପରିବାର ଆଓ୍ୱାଡର୍ସ କାର୍ଯ୍ୟକ୍ରମ ହେବାର ଥିଲା। ଏହି କାର୍ଯ୍ୟକ୍ରମ ପୂର୍ବରୁ ଆଜି ଗଣ୍ଡଗୋଳ ହୋଇଛି।

taranga

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 11:18 PM IST

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପରେ ତରଙ୍ଗ ପରିବାର ଆଓ୍ୱାର୍ଡସ୍ ସେଟ୍‌ରେ ଆଜି ଗଣ୍ଡଗୋଳ ହୋଇଛି। ରିହରସାଲ୍ ଚାଲିଥିବା ବେଳେ ସେଟ୍ ଭିତରେ ପଶି ଗଣ୍ଡଗୋଳ କରିଛନ୍ତି କିଛି ବ୍ୟକ୍ତି। ଗଣ୍ଡଗୋଳକାରୀମାନେ ନିଜକୁ ସ୍ଥାନୀୟ ରାଜନେତାଙ୍କ ଲୋକ ବୋଲି ଦାବି କରୁଛନ୍ତି।

ଆସନ୍ତାକାଲି ପାରାଦୀପରେ ତରଙ୍ଗ ପରିବାର ଆଓ୍ୱାଡର୍ସ କାର୍ଯ୍ୟକ୍ରମ ହେବାର ଥିଲା। ଏହି କାର୍ଯ୍ୟକ୍ରମ ପୂର୍ବରୁ ଆଜି ଗଣ୍ଡଗୋଳ ହୋଇଛି।

Related story