‘ଅଢେଇ ବର୍ଷ ହେଲା ଦରମା ପାଇନି, ମୋତେ ଟଙ୍କାଟେ ଦିଅନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅଢେଇ ବର୍ଷ ହେଲା ଦରମା ନ ପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛି। ଘର ଚଳାଇବା ପାଇଁ ଟଙ୍କା ନାହିଁ। ମୋତେ ଗୋଟିଏ ଟଙ୍କାଟେ ଦିଅନ୍ତି।” ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏପରି ଭାବେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଜଣେ ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀଜଣକ  ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ବୋଲି ଜଣାଯାଇଛି। ୩୩ ବର୍ଷ ଚାକିରି କାଳ ମଧ୍ୟରେ ୧୯ଥର ବଦଳି ହୋଇଥିବା […]

teacher-1-1

teacher-1-1

Niharika Rout
  • Published: Thursday, 27 February 2020
  • Updated: 27 February 2020, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅଢେଇ ବର୍ଷ ହେଲା ଦରମା ନ ପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛି। ଘର ଚଳାଇବା ପାଇଁ ଟଙ୍କା ନାହିଁ। ମୋତେ ଗୋଟିଏ ଟଙ୍କାଟେ ଦିଅନ୍ତି।” ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏପରି ଭାବେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଜଣେ ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀଜଣକ  ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ବୋଲି ଜଣାଯାଇଛି। ୩୩ ବର୍ଷ ଚାକିରି କାଳ ମଧ୍ୟରେ ୧୯ଥର ବଦଳି ହୋଇଥିବା ବେଳେ ୩ ଥର ସସ୍ପେଣ୍ଡ ହୋଇଥିବା କ୍ଷୋଭର ସହ କହିଛନ୍ତି ଶିକ୍ଷୟିତ୍ରୀଜଣକ।

ଆଜି ରାଜଧାନୀର ରାଜରାସ୍ତାରେ ଏପରି ଅଭିନବ ଢଙ୍ଗରେ ଶିକ୍ଷୟିତ୍ରୀଜଣକ ଚଳିବା ପାଇଁ ଟଙ୍କା ମାଗୁଥିବା ବେଳେ ଜଣେ ଯୁବତୀଙ୍କ ନଜରକୁ ଆସିଥିଲେ । ଅତ୍ୟଧିକ ଖରା ଯୋଗୁ ଶିକ୍ଷୟିତ୍ରୀଜଣକ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ ମସିହା ନଭେମ୍ବର ମାସରେ ଦାବି ପୂରଣ ନେଇ ନବୀନ ନିବାସ ଆଗରେ  ବସିଥିଲେ । ହେଲେ ପୁଲିସ୍‌ ସେଠାରୁ ତାଙ୍କୁ ତଡିଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ୍‌, ମାନବାଧିକାର କମିଶନ, ମହିଳା କମିଶନ ଦ୍ୱାରସ୍ଥ ହୋଇ ବି ନ୍ୟାୟ ପାଇପାରୁ ନାହାନ୍ତି। ଆଉ ଅଳ୍ପ ଦିନରେ ତାଙ୍କର ଚାକିରି କାଳ ଶେଷ ହେବାକୁ ବସିଥିବା ବେଳେ ତାଙ୍କ ପାଉଣା ଦିଆଯାଉ ନ ଥିବାରୁ ବହୁ କଷ୍ଟରେ ରୋଗାକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି। ଘର ଚଳାଇବାକୁ ଟଙ୍କା ନ ଥିବା ବେଳେ ମେଡିସିନ ଖାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story