୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସହ୍ୟ ତାତି। ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ଉତ୍ତପ୍ତ ଥିଲା ଟିଟିଲାଗଡ଼ ସହର। ଏଠାରେ ତାପମାତ୍ରା ୪୩.୫ ଡିଗ୍ରୀ ଥିଲା। ବଲାଙ୍ଗିରର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୨.୪, ଅନୁଗୋଳରେ ୪୧.୭, ସମ୍ବଲପୁରରେ ୪୧.୮, ହୀରାକୁଦରେ ୪୧.୬, ସୋନପୁରରେ ୪୧.୮, ଭବାନୀପାଟଣାରେ ୪୧, ଫୁଲବାଣୀରେ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଥିଲା।

temperature

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 07:38 PM IST

Related story