ଶୀତ ସରିନି ବସନ୍ତ ଗାଏବ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଶୀତ ସରିନି ବସନ୍ତ ଋତୁ ପୁରା ଗାଏବ। ଏବେଠୁ ଦେଖିବାକୁ ମିଳିଲାଣି ସୂର୍ଯ୍ୟଙ୍କ କୋପ। ରାତିରେ ସାମାନ୍ୟ ଶୀତ ହେଉଥିଲା ବେଳେ ଦିନ ବେଳା ଖରା ତାତି ବଢ଼ୁଛି। ଦିନ ବଢ଼ିବା ସଙ୍ଗେ ସଙ୍ଗେ ଗରମ ବି ବଢ଼ୁଛି। ଗତକାଲି ୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଥିଲା।&nbsp; ଭୁବନେଶ୍ୱରର ତାପମାତ୍ରା ଥିଲା ୩୫ ଡିଗ୍ରୀ ସେଲିସିୟସ। ଏହା ସହିତ ଅନୁଗୋଳ, ତାଳଚେର ଓ ଟିଟିଲାଗଡ଼ର ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ପାର୍ କରିଥିଲା। ସୋମବାର ଦିନ ମଧ୍ୟ ସୋନପୁରର ତାପମାତ୍ରା ୩୫ ଦଶମିକ ୨ ଡିଗ୍ରୀ ସେଲସିୟସ ଥିଲା। ଫେବ୍ରୁଆରି ଆରମ୍ଭରୁ ଯଦି ଏତେ ଗରମ ହେଉଛି, ଆଗକୁ ଅବସ୍ଥା ଅସମ୍ଭାଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।</p>

Ordigital Desk
  • Published: Wednesday, 07 February 2018
  • Updated: 07 February 2018, 09:15 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଶୀତ ସରିନି ବସନ୍ତ ଋତୁ ପୁରା ଗାଏବ। ଏବେଠୁ ଦେଖିବାକୁ ମିଳିଲାଣି ସୂର୍ଯ୍ୟଙ୍କ କୋପ। ରାତିରେ ସାମାନ୍ୟ ଶୀତ ହେଉଥିଲା ବେଳେ ଦିନ ବେଳା ଖରା ତାତି ବଢ଼ୁଛି। ଦିନ ବଢ଼ିବା ସଙ୍ଗେ ସଙ୍ଗେ ଗରମ ବି ବଢ଼ୁଛି। ଗତକାଲି ୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଥିଲା।&nbsp; ଭୁବନେଶ୍ୱରର ତାପମାତ୍ରା ଥିଲା ୩୫ ଡିଗ୍ରୀ ସେଲିସିୟସ। ଏହା ସହିତ ଅନୁଗୋଳ, ତାଳଚେର ଓ ଟିଟିଲାଗଡ଼ର ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ପାର୍ କରିଥିଲା। ସୋମବାର ଦିନ ମଧ୍ୟ ସୋନପୁରର ତାପମାତ୍ରା ୩୫ ଦଶମିକ ୨ ଡିଗ୍ରୀ ସେଲସିୟସ ଥିଲା। ଫେବ୍ରୁଆରି ଆରମ୍ଭରୁ ଯଦି ଏତେ ଗରମ ହେଉଛି, ଆଗକୁ ଅବସ୍ଥା ଅସମ୍ଭାଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos