ନଦୀ ଭିତରୁ ମିଳିଲା ଐତିହ୍ୟ କୀର୍ତ୍ତିରାଜି

ନୀଳଗିରି (ବିଶ୍ୱମ୍ୱର ଦାସ): ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ ମନ୍ଦିରର ଗୋମୁଟ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଗାଁ ଲୋକେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ସହାୟତାରେ ଏହାର ଖନନ ଲାଗି ଯୋଜନା କରାଯିବ ବୋଲି ତହସିଲ୍‌ଦାର କହିଛନ୍ତି। ଗବେଷକଙ୍କ କହିବା ଅନୁସାରେ, ପୂର୍ବରୁ ନୀଳଗିରି ଅଯୋଧ୍ୟା ଅଞ୍ଚଳରୁ ପଞ୍ଚମରୁ ଷଷ୍ଠ ଶତାଦ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା ଅନେକ ଜୈନ କିର୍ତ୍ତି ଠାବ ହୋଇଛି। […]

temple

Manoranjan Sial
  • Published: Wednesday, 05 December 2018
  • , Updated: 05 December 2018, 10:13 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ ମନ୍ଦିରର ଗୋମୁଟ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଗାଁ ଲୋକେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ସହାୟତାରେ ଏହାର ଖନନ ଲାଗି ଯୋଜନା କରାଯିବ ବୋଲି ତହସିଲ୍‌ଦାର କହିଛନ୍ତି।

ଗବେଷକଙ୍କ କହିବା ଅନୁସାରେ, ପୂର୍ବରୁ ନୀଳଗିରି ଅଯୋଧ୍ୟା ଅଞ୍ଚଳରୁ ପଞ୍ଚମରୁ ଷଷ୍ଠ ଶତାଦ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା ଅନେକ ଜୈନ କିର୍ତ୍ତି ଠାବ ହୋଇଛି। ସମ୍ଭବତଃ ନଦୀ ଗତିପଥ ପରିବର୍ତ୍ତନ କରିବା ପରେ ଏହି ମନ୍ଦିର ନଦୀ ଗର୍ଭରେ ଲୀନ ହୋଇଯାଇଥିଲା।

ସେପଟେ ପ୍ରତ୍ନତତ୍ତ୍ୱବିତ୍ ବିଭାଗ ଏହାର ଖନନ କରି ମନ୍ଦିରର ଅଂଶ ବିଶେଷକୁ ସଂରକ୍ଷଣ କରିବାକୁ ଦାବି ହୋଇଛି।

Related story