୧୦ ନାବଳିକା ସମେତ ୩୩ ଜଣ ଯୁବତୀଙ୍କୁ ଉଦ୍ଧାର କଲା ଭଦ୍ରକ ରେଳବାଇ ପୋଲିସ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ୧୦ ନାବଳିକା ସମେତ ୩୩ ଜଣ ଯୁବତୀଙ୍କୁ ରେଳବାଇ ପୋଲିସ ଉଦ୍ଧାର କରିଛି । ଏମାନେ ସମସ୍ତେ କାମ ପାଇଁ ଭଦ୍ରକରୁ ତାମିଲନାଡ଼ୁ ଯାଉଥିଲେ। ତିହିଡ଼ିର ଜଣେ ଦଲାଲ ସ୍ମୃତି ରଞ୍ଜନ ନାୟକ ଏମାନଙ୍କୁ ତାମିଲନାଡ଼ୁ ନେଇଯାଉଥିବା ଜଣାପଡିଛି। ରେଳବାଇ ପୋଲିସ ସେମାନଙ୍କୁ ଷ୍ଟେସନରୁ ଉଦ୍ଧାର କରି ଟାଉନ ଥାନାରେ ଜିମା ଦେଇଥିଲା। ଏବେ ସମସ୍ତଙ୍କୁ ଭଦ୍ରକର ସର୍ଟ ଷ୍ଟେ ହୋମ୍ ଆଶିୟାନାରେ ରଖାଯାଇଛି। ପରେ ଏମାନଙ୍କ ମଧ୍ୟରୁ ୧୦ ନାବାଳିକାଙ୍କୁ […]

nabalika

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 03:11 AM IST

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ୧୦ ନାବଳିକା ସମେତ ୩୩ ଜଣ ଯୁବତୀଙ୍କୁ ରେଳବାଇ ପୋଲିସ ଉଦ୍ଧାର କରିଛି । ଏମାନେ ସମସ୍ତେ କାମ ପାଇଁ ଭଦ୍ରକରୁ ତାମିଲନାଡ଼ୁ ଯାଉଥିଲେ। ତିହିଡ଼ିର ଜଣେ ଦଲାଲ ସ୍ମୃତି ରଞ୍ଜନ ନାୟକ ଏମାନଙ୍କୁ ତାମିଲନାଡ଼ୁ ନେଇଯାଉଥିବା ଜଣାପଡିଛି। ରେଳବାଇ ପୋଲିସ ସେମାନଙ୍କୁ ଷ୍ଟେସନରୁ ଉଦ୍ଧାର କରି ଟାଉନ ଥାନାରେ ଜିମା ଦେଇଥିଲା। ଏବେ ସମସ୍ତଙ୍କୁ ଭଦ୍ରକର ସର୍ଟ ଷ୍ଟେ ହୋମ୍ ଆଶିୟାନାରେ ରଖାଯାଇଛି। ପରେ ଏମାନଙ୍କ ମଧ୍ୟରୁ ୧୦ ନାବାଳିକାଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବ ଏବଂ ବାକି ୨୩ ଯୁବତୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Related story