ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଉତ୍ତେଜନା

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଝିଲିକି ଗାଁରେ ଆଜି ଭୋର୍‌ରେ ବିଏସ୍‌ଏଫ୍‌ ଯବାନ ସାଗର ଗୌଡ଼ଙ୍କ ମରଶରୀର ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାରର ଜଣଙ୍କୁ ଚାକିରି ଓ ସରକାରୀ ସହାୟତା ଦାବି କରି ତାଙ୍କ ପରିବାର ଲୋକେ ମରଶରୀରକୁ ଗ୍ରହଣ କରି ନଥିଲେ। ଘଟଣାସ୍ଥଳରେ ବିଏସ୍‌ଏଫ୍‌ ଏସ୍‌ଆଇ ଏ.ଏଲ୍‌ ତିର୍କୀ, କନଷ୍ଟେବଲ ରାଜେନ୍ଦ୍ର ସିଂ ଓ ମୋହନା ପୁଲିସ୍‌ ପହଞ୍ଚି ଯବାନଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ […]

martyar

martyar

Jitendra Garnayak
  • Published: Friday, 29 March 2019
  • Updated: 29 March 2019, 02:54 PM IST

Sports

Latest News

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଝିଲିକି ଗାଁରେ ଆଜି ଭୋର୍‌ରେ ବିଏସ୍‌ଏଫ୍‌ ଯବାନ ସାଗର ଗୌଡ଼ଙ୍କ ମରଶରୀର ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାରର ଜଣଙ୍କୁ ଚାକିରି ଓ ସରକାରୀ ସହାୟତା ଦାବି କରି ତାଙ୍କ ପରିବାର ଲୋକେ ମରଶରୀରକୁ ଗ୍ରହଣ କରି ନଥିଲେ।

ଘଟଣାସ୍ଥଳରେ ବିଏସ୍‌ଏଫ୍‌ ଏସ୍‌ଆଇ ଏ.ଏଲ୍‌ ତିର୍କୀ, କନଷ୍ଟେବଲ ରାଜେନ୍ଦ୍ର ସିଂ ଓ ମୋହନା ପୁଲିସ୍‌ ପହଞ୍ଚି ଯବାନଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ନିୟମ ଅନୁଯାୟୀ ସମସ୍ତ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପରିବାର ଲୋକେ ସାଗରଙ୍କ ମରଶରୀରକୁ ଗ୍ରହଣ କରିଥିଲେ। ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ସାଗରଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଗତ ମଙ୍ଗଳବାର ପଶ୍ଚିମବଙ୍ଗ ସୀମା ପତିରାମ ଅଞ୍ଚଳରେ ସାଗର ଡ୍ୟୁଟିରେ ଥିବା ବେଳେ ନିଜ ସର୍ଭିସ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା। ବିଏସ୍ଏଫ୍ ପକ୍ଷରୁ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ମରଶରୀରକୁ ହସ୍ତାନ୍ତର କରିବା ପାଇଁ ଝିଲିକି ଗାଁକୁ ଆଣାଯାଇଥିଲା। ତେବେ ମରଶରୀର ଏଠାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସାଗର ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story