ଖୁଣ୍ଟୁଣୀରେ ମନ୍ତ୍ରୀଙ୍କୁ ବିରୋଧ କଲେ ବିଜେଡି କର୍ମୀ

ଆଠଗଡ଼ (ନୀଳକଣ୍ଠ ଦୋରା): ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧ କରାଯାଇଛି। ପୁଣି ତାଙ୍କୁ ବିରୋଧ କରିଛନ୍ତି ତାଙ୍କରି ଦଳର କର୍ମୀ। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍‌ ଭିକ୍ଷା କରୁଥିବା ବେଳେ ଏହି ବିଜେଡି କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ଏମିତିକି ବିଧାୟକଙ୍କ ଶୋଭାଯାତ୍ରାକୁ ସେମାନେ ଅଟକାଇ ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। […]

BJD

BJD

Manoranjan Sial
  • Published: Saturday, 19 February 2022
  • Updated: 19 February 2022, 04:40 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧ କରାଯାଇଛି। ପୁଣି ତାଙ୍କୁ ବିରୋଧ କରିଛନ୍ତି ତାଙ୍କରି ଦଳର କର୍ମୀ। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍‌ ଭିକ୍ଷା କରୁଥିବା ବେଳେ ଏହି ବିଜେଡି କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ଏମିତିକି ବିଧାୟକଙ୍କ ଶୋଭାଯାତ୍ରାକୁ ସେମାନେ ଅଟକାଇ ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ପୁଲିସ ହସ୍ତକ୍ଷେପ ପରେ ମନ୍ତ୍ରୀଙ୍କ ଶୋଭାଯାତ୍ରା ଆଗକୁ ଯାଇଥିଲା।

କଥା ହେଉଛି, ଯେଉଁ ସରପଞ୍ଚ ପ୍ରାର୍ଥୀଙ୍କୁ ଧରି ମନ୍ତ୍ରୀ ଶୋଭାଯାତ୍ରା କରୁଥିଲେ ସେ ଜଣେ ବିଜେଡି କର୍ମୀ। ଆଗଠଗଡ଼ ନିର୍ବାଚନମଣ୍ଡଳୀର ଖୁଣ୍ଟୁଣୀ ପଞ୍ଚାୟତରୁ ସେ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ସେହି କର୍ମୀ ସରପଞ୍ଚ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କର ଦଳର ଆଉ ଏକ ଗୋଷ୍ଠୀ ଚାହୁଁନଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଏଠାରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଆଉ ଏହି ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଆଜି ଖୁଣ୍ଟୁଣୀରେ ମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ବିରୋଧ କରିଥିଲେ।

କୁହାଯାଉଛି, ରଣେନ୍ଦ୍ର ପ୍ରତାପଙ୍କ ସମର୍ଥନ ପାଇଥିବା ପ୍ରାର୍ଥୀ ହାରିଯିବାର ଆଶଙ୍କା ରହିଛି। ସେଥିପାଇଁ ମନ୍ତ୍ରୀ ନିଜେ ତାଙ୍କ ପାଇଁ ପ୍ରଚାର କରୁଛନ୍ତି। ତେବେ ଆଜି ଗଣ୍ଡଗୋଳ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଅସନ୍ତୁଷ୍ଟ ବିଜେଡି କର୍ମୀ କୈଳାସ ଚନ୍ଦ୍ର ଦାସ କହିଛନ୍ତି, କାହାକୁ ବିରୋଧ କରାଯାଇଛି, ମୁଁ ଜାଣିନି। ମୁଁ ଏଠାରେ ନଥିଲି। ବାହାରେ ଥିଲି। ଆମର କାହାକୁ ବିରୋଧ କରିବାର ନାହିଁ। ଆମେ ମଧ୍ୟ ଶଙ୍ଖ ପାଇଁ ପ୍ରଚାର କରୁଛି। ଆମେ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛୁ। ରାଜାବାବୁଙ୍କ ପାଇଁ ପ୍ରଚାର କରୁଛୁ। ରାଜାବାବୁଙ୍କ ପାଇଁ ଶ୍ଲୋଗାନ ଦେଉଛୁ। ଚିହ୍ନା ବ୍ରାହ୍ମଣର ପଇତା ନାହିଁ। ଆମେ ଆମର ଲଢ଼େଇ ଜାରି ରଖିଛୁ। ଆଠଗଡ଼ରେ ରଣେନ୍ଦ୍ର ଲୋକଙ୍କ ସହିତ ଅଛନ୍ତି। ଆଉ ମୁଁ ଖୁଣ୍ଟୁଣୀରେ ଲୋକଙ୍କ ସହ ଅଛି। ମୁଁ କର୍ମ କରିଛି। ଆଶା କରିଛି ଭଲ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story