ପୁଣି ବଢ଼ିଲା ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମଏମ୍ ଦାସ କମିଶନଙ୍କ କାର୍ଯ୍ୟକାଳ ପୁଣିଥରେ ଆଉ ୬ମାସ ପାଇଁ ବୃଦ୍ଧି ହୋଇଛି। ଏହାକୁ ମିଶାଇ ରାଜ୍ୟ ସରକାର ଦ୍ୱାଦଶ ଥର ପାଇଁ ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଅବଧିକୁ ବଢ଼ାଇଛନ୍ତି। ଆସନ୍ତା ଅଗଷ୍ଟ ୪ ତାରିଖରେ ଜଷ୍ଟିସ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଆଜି ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ପୁଣିଥରେ ୨୦୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୃହ ବିଭାଗ ପକ୍ଷରୁ […]

p-24-

p-24-

Tapas Behera
  • Published: Friday, 02 August 2019
  • Updated: 02 August 2019, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମଏମ୍ ଦାସ କମିଶନଙ୍କ କାର୍ଯ୍ୟକାଳ ପୁଣିଥରେ ଆଉ ୬ମାସ ପାଇଁ ବୃଦ୍ଧି ହୋଇଛି। ଏହାକୁ ମିଶାଇ ରାଜ୍ୟ ସରକାର ଦ୍ୱାଦଶ ଥର ପାଇଁ ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଅବଧିକୁ ବଢ଼ାଇଛନ୍ତି। ଆସନ୍ତା ଅଗଷ୍ଟ ୪ ତାରିଖରେ ଜଷ୍ଟିସ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଆଜି ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ପୁଣିଥରେ ୨୦୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ସୂଚନାଯୋଗ୍ୟ, ଚିଟଫଣ୍ଡ କମିଶନ ଇତିମଧ୍ୟରେ ୭ଟି ଅନ୍ତରୀଣ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିସାରିଛନ୍ତି। ୪୨୧ଟି ଚିଟଫଣ୍ଡ କମ୍ପାନୀର ଅନିୟମିତତାର ତଦନ୍ତ ହୋଇଥିବାବେଳେ ମୋଟ ୪,୯୭,୮୪୪ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି ଓ ସେଥିମଧ୍ୟରୁ ୧୯୩୧ଜଣ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ମିଳିଥିବା ଜଣାପଡ଼ିଛି। ଚିଟଫଣ୍ଡ ଅନିୟମିତତାର ତଦନ୍ତ ଓ ଜମାକାରୀ ଚିହ୍ନଟ ପାଇଁ ରାଜ୍ୟ ସରକାର ୨୦୧୩ ଜୁଲାଇ ୯ ତାରିଖରେ ଜଣିକିଆ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story