କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର।  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି  ବିଜେପି।  ରାଜ୍ୟରେ କୋଭିଡ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଆଜି ଏକ ପ୍ରେସ୍ ମିଟରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୋହନ ମାଝୀ।  ୩ଟି ଦାବି ନେଇ ବିଜେପି ବିଧାୟକ ଦଳ […]

MOHAN

MOHAN

Tapas Behera
  • Published: Saturday, 19 June 2021
  • Updated: 19 June 2021, 03:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର।  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି  ବିଜେପି।  ରାଜ୍ୟରେ କୋଭିଡ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଆଜି ଏକ ପ୍ରେସ୍ ମିଟରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୋହନ ମାଝୀ।  ୩ଟି ଦାବି ନେଇ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ସେ  ସୂଚନା  ଦେଇଛନ୍ତି। ୨୦୨୦ ଏବଂ ୨୦୨୧ରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ତାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର।

ରାଜ୍ୟରେ ଆୟୁଷମାନ ଯୋଜନା ଲାଗୁ କରାଯାଉ  ମୋହନ ମାଝୀଙ୍କୁ ସମର୍ଥନ କରିଛନ୍ତି  ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ବହୁ ମୃତ୍ୟୁକୁ ସରକାର ଲୁଚାଇ ରଖିଛନ୍ତି। ସେମାନଙ୍କ ମୃତ୍ୟୁ ସରକାରଙ୍କ ଅବହେଳାରେ ହୋଇଛି । ତୁରନ୍ତ ଶ୍ୱେତପତ୍ର ଅଣାଯାଉ ବୋଲି ଦାବି କରିଛନ୍ତି ସୁରେଶ। ବିଜେପି, କଂଗ୍ରେସର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।  କୋଭିଡ ମୃତ୍ୟୁ ସଂକ୍ରାନ୍ତୀୟ କୌଣସି ତଥ୍ୟ ଲୁଚାଯାଇନି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story